ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ରାସ୍ତାରୋକ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ୍‌ ବିଜମରା ଧାନ ମଣ୍ଡିରୁ  ଧାନ ନ ଉଠିବା ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଜୟପାଟଣା-ମୋଟେର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ମଣ୍ଡିରେ ଚାଷୀଙ୍କ ହଜାର କ୍ୱିଣ୍ଟାଲ୍‌ ଧାନ ପଡ଼ିରହିଛି। କୁଇଣ୍ଟାଲ ପିଛା ୪ରୁ ୫ କେଜି ଧାନ କଟଣୀ ହେଲେ ଧାନ ଉଠାଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଉଛି। ତା’ସହ ପେକ୍ସ କର୍ମଚାରୀ ଓ ଦଲାଲ ମିଶି ଚାଷୀଙ୍କୁ ଶୋଷଣ କରାଯାଉଥିବା ଚାଷୀମାନେ […]

nuapada

nuapada

Rakesh Mallick
  • Published: Saturday, 27 May 2017
  • Updated: 19 January 2021, 10:50 AM IST

Sports

Latest News

https://www.youtube.com/watch?v=BEHqNcBAfHU

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ୍‌ ବିଜମରା ଧାନ ମଣ୍ଡିରୁ  ଧାନ ନ ଉଠିବା ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଜୟପାଟଣା-ମୋଟେର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

ମଣ୍ଡିରେ ଚାଷୀଙ୍କ ହଜାର କ୍ୱିଣ୍ଟାଲ୍‌ ଧାନ ପଡ଼ିରହିଛି। କୁଇଣ୍ଟାଲ ପିଛା ୪ରୁ ୫ କେଜି ଧାନ କଟଣୀ ହେଲେ ଧାନ ଉଠାଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହେଉଛି। ତା’ସହ ପେକ୍ସ କର୍ମଚାରୀ ଓ ଦଲାଲ ମିଶି ଚାଷୀଙ୍କୁ ଶୋଷଣ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story