ସ୍ତ୍ରୀ\'ଠୁ ଦୂରେଇବା ପାଇଁ ଏମିତି ଷଡ଼ଯନ୍ତ୍ର | Gajapati | Odisha Reporter
Advertisment
୮ ଦିନ ତଳେ ମରି ଯାଇଥିଲେ। ସ୍ୱାମୀଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ପତ୍ନୀ ଓ ପିଲା। ପରିବାର। ସମ୍ପର୍କୀୟ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ। ବାପ ଛେଉଣ୍ଡ ପିଲାଙ୍କୁ ଏ ଦୁନିଆରେ କିଏ ମଣିଷ କରିବ? ସେହି ଚିନ୍ତାରେ ଥିଲା ପୂରା ପରିବାର। ହେଲେ ମରିବାର ୮ ଦିନ ପରେ ଜୀଇଁ ଉଠିଥିଲେ ଶରତ ପରିଚ୍ଛା। ତାହାହେଲେ ଏଠି ପ୍ରଶ୍ନ ଉଠୁଥିବ ସେ ମଲେ କେମିତି? ଆଉ ବଞ୍ଚିଲେ କେମିତି? ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହା ଥିଲା ସ୍ୱୟଂ ଶରତଙ୍କର ଏକ ଷଡ଼ଯନ୍ତ୍ର!
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us