Advertisment

କ୍ୱାରେଣ୍ଟିନ୍ ସେଣ୍ଟରରୁ ଅନ୍ତେବାସୀ ନିଖୋଜ

ମୋହନା(ଓଡ଼ିଶା ରିପୋର୍ଟର) ଗଜପତି ଜିଲ୍ଲା ମୋହନା ଲୁହାଗୁଡ଼ି କ୍ୱାରେଣ୍ଟିନ୍ ସେଣ୍ଟରରୁ ଜଣେ ଅନ୍ତେବାସୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଅନ୍ତେବାସୀଜଣଙ୍କ ଦମାଦୁଆ ପଂଚାୟତ ଘାସପଦା ଗାଁର ନରେନ୍ଦ୍ର ବିଶୋଇ  ବୋଲି ଜଣାପଡ଼ିଛି । ସେ ଗତ ୯ ତାରିଖରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରୁ ଆସିଥିଲେ। ଅନ୍ୟଅନ୍ତେବାସୀଙ୍କ ଭଳି ସେ ବି ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ରହିଥିଲେ । ଗତ ମଙ୍ଗଳବାରଠାରୁ ସେ ନିଖୋଜ ହୋଇଯାଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହେବା ଫଛରେ କଣ […]

ସୁରତରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ, ଚାଲିଗଲା ଜୀବନ

home-quarantine-b

Advertisment

ମୋହନା(ଓଡ଼ିଶା ରିପୋର୍ଟର) ଗଜପତି ଜିଲ୍ଲା ମୋହନା ଲୁହାଗୁଡ଼ି କ୍ୱାରେଣ୍ଟିନ୍ ସେଣ୍ଟରରୁ ଜଣେ ଅନ୍ତେବାସୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଅନ୍ତେବାସୀଜଣଙ୍କ ଦମାଦୁଆ ପଂଚାୟତ ଘାସପଦା ଗାଁର ନରେନ୍ଦ୍ର ବିଶୋଇ  ବୋଲି ଜଣାପଡ଼ିଛି । ସେ ଗତ ୯ ତାରିଖରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରୁ ଆସିଥିଲେ।

Advertisment

ଅନ୍ୟଅନ୍ତେବାସୀଙ୍କ ଭଳି ସେ ବି ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ରହିଥିଲେ । ଗତ ମଙ୍ଗଳବାରଠାରୁ ସେ ନିଖୋଜ ହୋଇଯାଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ଫେରାର ହେବା ଫଛରେ କଣ କାରଣ ରହିଛି ତାହା ଜଣା ପଡି ନ ଥିବା ବେଳେ ନିଖୋଜ ଅନ୍ତେବାସୀକୁ ଖୁବ ଶୀଘ୍ର ଖୋଜି ଆଣିବା ପାଇଁ ପ୍ରୟାସ ଆରମ୍ଭ କରାଯାଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଘଟଣା ସ୍ଥଳରେ ବିଡ଼ିଓ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅନ୍ତେବାସୀ ନିଖୋଜ ନେଇ ମୋହନା ଥାନାରେ ଅଭିଯୋଗ ହୋଇଛି।   ଖୁବ ଶୀଘ୍ର ତାକୁ ଉଦ୍ଧାର କରିବା ସହ  କ୍ୱାରେଣ୍ଟିନ ସେଣ୍ଟରରେ ଯେଭଳି ଆଗକୁ ଏଭଳି ଘଟଣାର ପୁନରାବୃତ୍ତି  ନହୁଏ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe