Advertisment

ନାଇଜର ପାଇଁ ପ୍ରବେଶିକା ପରୀକ୍ଷା ଶେଷ

ଭୁବନେଶ୍ୱର: ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନସ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ବା ନାଇଜରରେ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ଶେଷ ହୋଇଛି । ୫ବର୍ଷିଆ ଇଣ୍ଟିଗ୍ରେଟେଡ୍ ଏମ୍ଏସସି ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଛି। ସକାଳ ସାଢେ଼ ୯ଟାରୁ ଏହି ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ଶେଷ ହୋଇଛି। ଏଥିପାଇଁ ରାଜ୍ୟର ୭ଟି ପ୍ରମୁଖ ସହରରେ ୨୦ ଟି ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ଭୁବନେଶ୍ୱରେ ରହିଛି ୧୧ଟି କେନ୍ଦ୍ର। ସେହିପରି ରାଜ୍ୟ ବାହାରେ ରହିଛି […]

author-image
Rakesh Mallick
ଅଦ୍ୟତନ ହୋଇଛି
ନାଇଜର ପାଇଁ ପ୍ରବେଶିକା ପରୀକ୍ଷା ଶେଷ

niserbuilding

ଭୁବନେଶ୍ୱର: ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନସ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ବା ନାଇଜରରେ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ଶେଷ ହୋଇଛି । ୫ବର୍ଷିଆ ଇଣ୍ଟିଗ୍ରେଟେଡ୍ ଏମ୍ଏସସି ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଛି। ସକାଳ ସାଢେ଼ ୯ଟାରୁ ଏହି ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ଶେଷ ହୋଇଛି। ଏଥିପାଇଁ ରାଜ୍ୟର ୭ଟି ପ୍ରମୁଖ ସହରରେ ୨୦ ଟି ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ଭୁବନେଶ୍ୱରେ ରହିଛି ୧୧ଟି କେନ୍ଦ୍ର। ସେହିପରି ରାଜ୍ୟ ବାହାରେ ରହିଛି ୫୯ଟି କେନ୍ଦ୍ର। ଏବର୍ଷ ସାରା ଦେଶରୁ ପ୍ରାୟ ୪୭ହଜାର ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ସିଟ୍ ରହିଛି ମୋଟ ୧୦୦।

Advertisment