କାଳୀପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ

ଭଦ୍ରକ: କାଳୀପୂଜା ପାଇଁ  ସାରା ରାଜ୍ୟ ଉତ୍ସବ ମୁଖର। ରାଜ୍ୟର ବିଭିନ୍ନ ସ୍ଥାନରେ ଧୂମଧାମରେ ଚାଲିଛି କାଳୀପୂଜା। ମା’ କାଳୀଙ୍କ ପୂଜା ଆରାଧନା ଲାଗି ବିଭିନ୍ନ କାଳୀ ମନ୍ଦିର ଓ ମଣ୍ଡପରେ ଗହଳି ଚହଳି ପରିବେଶ। ବିଶେଷକରି ଭଦ୍ରକ, ଯାଜପୁର, ପୁରୀ, କଟକ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱରରେ ମହାସମାରୋହରେ ପୂଜା ଆୟୋଜନ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।