ଭଦ୍ରକ: କାଳୀପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର। ରାଜ୍ୟର ବିଭିନ୍ନ ସ୍ଥାନରେ ଧୂମଧାମରେ ଚାଲିଛି କାଳୀପୂଜା। ମା’ କାଳୀଙ୍କ ପୂଜା ଆରାଧନା ଲାଗି ବିଭିନ୍ନ କାଳୀ ମନ୍ଦିର ଓ ମଣ୍ଡପରେ ଗହଳି ଚହଳି ପରିବେଶ। ବିଶେଷକରି ଭଦ୍ରକ, ଯାଜପୁର, ପୁରୀ, କଟକ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱରରେ ମହାସମାରୋହରେ ପୂଜା ଆୟୋଜନ କରାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
