Advertisment

କାଳୀପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ

ଭଦ୍ରକ: କାଳୀପୂଜା ପାଇଁ  ସାରା ରାଜ୍ୟ ଉତ୍ସବ ମୁଖର। ରାଜ୍ୟର ବିଭିନ୍ନ ସ୍ଥାନରେ ଧୂମଧାମରେ ଚାଲିଛି କାଳୀପୂଜା। ମା’ କାଳୀଙ୍କ ପୂଜା ଆରାଧନା ଲାଗି ବିଭିନ୍ନ କାଳୀ ମନ୍ଦିର ଓ ମଣ୍ଡପରେ ଗହଳି ଚହଳି ପରିବେଶ। ବିଶେଷକରି ଭଦ୍ରକ, ଯାଜପୁର, ପୁରୀ, କଟକ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱରରେ ମହାସମାରୋହରେ ପୂଜା ଆୟୋଜନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe