Advertisment

କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣା:ଚାଳକ ମୃତ,ହେଲପର ଆହତ

ଭୁବନେଶ୍ୱର: ଜି.ଉଦୟଗିରି ଜିଲ୍ଲା କଳିଙ୍ଗା ଘାଟିରେ ଆଜି ଭୋରରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଟ୍ରକ୍ ଚାଳକ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ଆହତ ହେଲପରଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ମୃତ ଓ ଆହତଙ୍କ ପରିଚୟ ମିଳିପାରିନି। ଲୁହା ରଡ୍ ବୋଝେଇ ଏହି ଟ୍ରକଟି କଳିଙ୍ଗା ଘାଟି ରାସ୍ତାରେ ତଳକୁ ଆସୁଥିବା ବେଳେ ଗାର୍ଡ ୱାଲରେ ପିଟି […]

ଅଦ୍ୟତନ ହୋଇଛି
କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣା:ଚାଳକ ମୃତ,ହେଲପର ଆହତ

kalingaghatiaccident

Advertisment

ଭୁବନେଶ୍ୱର: ଜି.ଉଦୟଗିରି ଜିଲ୍ଲା କଳିଙ୍ଗା ଘାଟିରେ ଆଜି ଭୋରରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଟ୍ରକ୍ ଚାଳକ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ଆହତ ହେଲପରଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ମୃତ ଓ ଆହତଙ୍କ ପରିଚୟ ମିଳିପାରିନି। ଲୁହା ରଡ୍ ବୋଝେଇ ଏହି ଟ୍ରକଟି କଳିଙ୍ଗା ଘାଟି ରାସ୍ତାରେ ତଳକୁ ଆସୁଥିବା ବେଳେ ଗାର୍ଡ ୱାଲରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଚାଳକଙ୍କର ମୃତୁ୍ୟ ହୋଇଥିଲା।

Advertisment
Kalinga Ghati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe