Advertisment

ସତ୍ୟଜିତ୍‌ଙ୍କ ଗୀତରେ ଝୁମିଲା ମୁମ୍ବାଇ

ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ହୋଇଛି କଳିଙ୍ଗ ମହୋତ୍ସବ। ଅଣୁଶକ୍ତି ନଗର ଓଡ଼ିଆ ସମିତି ପକ୍ଷରୁ ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଧୁମଧାମରେ ଏହି ମହୋତ୍ସବ ପାଳନ କରାଯାଇଛି। କାର୍ଯ୍ୟପ୍ରମର ମୁଖ୍ୟ ଆକର୍ଷଣ ଥିଲେ ସାରେଗାମାପା ଲିଟିର ଚାମ୍ପ ସତ୍ୟଜିତ ଜେନା। ସତ୍ୟଜିତଙ୍କ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ।

କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟଅତିଥି ଏବଂ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମୁମ୍ବାଇ ଅଣୁଶକ୍ତିରେ କାମ କରୁଥିବା ଶହ ଶହ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ପଣ୍ଡା ନବୀନ ସରକାରଙ୍କ ସଫଳତାର କାହାଣୀ ବଖାଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe