ଶାହାରୁଖ୍‌ଙ୍କୁ ବିରୋଧ କରିବନି କଳିଙ୍ଗ ସେନା

ଭୁବନେଶ୍ୱର: ହକି ବିଶ୍ୱକପ୍‌ରେ ଯୋଗଦେବାକୁ ଭୁବନେଶ୍ୱର ଆସୁଥିବା ଶାହାରୁଖାନ୍‌ଙ୍କୁ କଳିଙ୍ଗ ସେନା ଆଉ ବିରୋଧ କରିବ ନାହିଁ। ହକି ଇଣ୍ଡିଆର ଅନୁରୋଧରେ ଏଥିରୁ ଓହରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ସେନା ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ‘ଅଶୋକା’ ଚଳଚ୍ଚିତ୍ରରେ ଓଡ଼ିଆଙ୍କୁ ଏବଂ ଓଡ଼ିଶାର ଇତିହାସକୁ ବିକୃତ କରିଥିବା ଅଭିଯୋଗ କରି କଳିଙ୍ଗ ସେନା ପକ୍ଷରୁ କିଙ୍ଗ୍‌ଖାନ୍‌ଙ୍କୁ ବିରୋଧ କରିବା ଲାଗି ଧମକ ଦିଆଯାଇଥିଲା। ହେଲେ ହକି ଇଣ୍ଡିଆର ସଭାପତି ଶାହାରୁ‌ଖ୍‌ଙ୍କୁ ବିରୋଧ ନ କରିବା […]

Saharukh

Saharukh

Sangita Sahoo
  • Published: Tuesday, 27 November 2018
  • Updated: 27 November 2018, 11:52 AM IST

Sports

Latest News

ଭୁବନେଶ୍ୱର: ହକି ବିଶ୍ୱକପ୍‌ରେ ଯୋଗଦେବାକୁ ଭୁବନେଶ୍ୱର ଆସୁଥିବା ଶାହାରୁଖାନ୍‌ଙ୍କୁ କଳିଙ୍ଗ ସେନା ଆଉ ବିରୋଧ କରିବ ନାହିଁ। ହକି ଇଣ୍ଡିଆର ଅନୁରୋଧରେ ଏଥିରୁ ଓହରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ‘ଅଶୋକା’ ଚଳଚ୍ଚିତ୍ରରେ ଓଡ଼ିଆଙ୍କୁ ଏବଂ ଓଡ଼ିଶାର ଇତିହାସକୁ ବିକୃତ କରିଥିବା ଅଭିଯୋଗ କରି କଳିଙ୍ଗ ସେନା ପକ୍ଷରୁ କିଙ୍ଗ୍‌ଖାନ୍‌ଙ୍କୁ ବିରୋଧ କରିବା ଲାଗି ଧମକ ଦିଆଯାଇଥିଲା। ହେଲେ ହକି ଇଣ୍ଡିଆର ସଭାପତି ଶାହାରୁ‌ଖ୍‌ଙ୍କୁ ବିରୋଧ ନ କରିବା ଲାଗି କଳିଙ୍ଗ ସେନାକୁ ଅନୁରୋଧ କରିଥିଲେ। ହକି ଇଣ୍ଡିଆଙ୍କ ସଭାପତିଙ୍କ ଅନୁରୋଧ ରକ୍ଷାକରି କିଙ୍ଗ୍‌ ଖାନ୍‌ଙ୍କୁ ବିରୋଧ କରାଯିବ ନାହିଁ ବୋଲି କଳିଙ୍ଗ ସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କଳିଙ୍ଗ ସେନାର ପ୍ରମୂଖ ହେମନ୍ତ ରଥ କହିଛନ୍ତି, ‘‘ଆମେ ଓଡ଼ିଶା ସରକାର ଓ ପୁଲିସ୍‌ଙ୍କ ଅନୁରୋଧ ଯୋଗୁ ଶାହାରୁଖ୍‌ଙ୍କ ବିରୋଧକୁ ସାମୟିକ ଭାବେ ରଦ୍ଦ କରିଛୁ, କିନ୍ତୁ ତାର ଅର୍ଥ ନୁହେଁ ଆମେ ତାଙ୍କୁ କ୍ଷମା କରିଦେଇଛୁ।’’

ରିପୋର୍ଟ ଅନୁଯାୟୀ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ଯୋଗ ଦେବା ଲାଗି  କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟ୍‌ରେ ଓଡ଼ିଶାରେ ପହଞ୍ଚିବେ। ସେଠାରୁ  ରିହର୍ସଲ୍‌ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଧା କଳିଙ୍ଗ ଷ୍ଟାଡିୟମରେ ଯିବେ।

ରିହର୍ସାଲ୍‌ ପରେ ଭ୍ୟାନିଟି ଭ୍ୟା‌ନରେ ହିଁ ବିଶ୍ରାମ ନେବେ। ସେଠାରୁ ହିଁ ପ୍ରସ୍ତୁତ ହୋଇ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରିବେ। କାର୍ଯ୍ୟକ୍ରମ ପରେ ସେହି ଭ୍ୟାନିଟି ଭ୍ୟା‌ନ୍‌ ଯୋଗେ ବିମାନ ବନ୍ଦରକୁ ଯାଇ ଚାଟାର୍ଡ ଫ୍ଲାଇଟ୍‌ରେ ଫେରିଯିବେ। ସେ  ଓଡ଼ିଶାରେ କୌଣସି ହୋଟେଲ୍‌ରେ ରହିବେ ‌ନାହିଁ ବୋଲି ଜଣାପଡ଼ିଛି।

ଶାହାରୁଖ୍‌ଙ୍କ ଝଲକ୍‌ ପାଇବା ପାଇଁ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଛି। ଏପରିକି ଷ୍ଟାଡିୟମ୍‌ରେ ଉତ୍ସବ ଦେଖିବାକୁ ସୁଯୋଗ ପାଇନଥିବା ଲୋକେ ବିମାନବନ୍ଦର ଏବଂ ଷ୍ଟାଡିୟମ୍‌ ନିକଟରେ ଭିଡ଼ ଜମାଇବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story