Advertisment

ମଦ ପାଇଁ ମହାଭାରତ; ପୋଲିସ୍-ମହିଳା ମୁହାଁମୁହିଁ

କାମାକ୍ଷାନଗର/ସମ୍ବଲପୁର: କାମାକ୍ଷାନଗରରେ ପୋଲିସ୍-ମହିଳା ଧସ୍ତାଧସ୍ତି। ଭାଲୁମୁଣ୍ଡାରେ ସରକାରୀ ଦେଶୀ ମଦ ଭାଟି ଭାଙ୍ଗିବାକୁ ଯାଉଥିବା ବେଳେ ରେଙ୍ଗାଳି କେନାଲ ଉପରେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା। ପୋଲିସ୍ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା। ଏଥିଯୋଗୁଁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।  ମହିଳାମାନେ ମଦଭାଟି ଉପରକୁ ଠେଲା ପଥର ମାଡ଼ କରିଥିଲେ। ଧସ୍ତାଧସ୍ତି ବେଳେ କାମାକ୍ଷାନଗର ଏସ୍‌ଡିପିଓ ଆହତ ହୋଇଛନ୍ତି।

[vc_video link="" align="center"]

ଅନ୍ୟପକ୍ଷରେ ସମ୍ବଲପୁରର ଗୋବିନ୍ଦତଳାରେ ମଦ ଦୋକାନ ଖୋଲାକୁ ବିରୋଧ କରି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ଉତ୍ତ୍ୟକ୍ତ ଲୋକେ ଗୋବିନ୍ଦତଳା ବ୍ରିଜ ନିକଟରେ ରାସ୍ତାରୋକ କରିଥିଲେ। ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe