ଏଇଟା ଆମ ଜାଗା, ତୁମେ ଶବ ନେଇଯାଅ

ବାଲିଗୁଡ଼ା(ଅଜିତ୍ ନାୟକ): ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପାଇଁ ସତ୍କାର ହୋଇପାରୁନି ଶବ। ଗତକାଲିଠୁ ରାସ୍ତାରେ ପଡ଼ିରହିଛି ମୃତଦେହ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ମାଜୁମାହା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ମାଜୁମାହା ଗାଁର ଗଣ୍ଡାଲା ଦିଗାଲଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କ ମରଶରୀରକୁ ସମାଧି ପାଇଁ ଗାଁ ଶ୍ମାସନକୁ ନେବା ବେଳେ ଗାଁର କୁଇ ସମାଜ ଶ୍ମସାନକୁ ନିଜ ଜାଗା ଦର୍ଶାଇ ବିରୋଧ କରିଥିଲେ । […]

ynb

ynb

Tapas Behera
  • Published: Thursday, 04 February 2021
  • Updated: 04 February 2021, 02:48 PM IST

Sports

Latest News

ବାଲିଗୁଡ଼ା(ଅଜିତ୍ ନାୟକ): ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପାଇଁ ସତ୍କାର ହୋଇପାରୁନି ଶବ। ଗତକାଲିଠୁ ରାସ୍ତାରେ ପଡ଼ିରହିଛି ମୃତଦେହ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ମାଜୁମାହା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ମାଜୁମାହା ଗାଁର ଗଣ୍ଡାଲା ଦିଗାଲଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କ ମରଶରୀରକୁ ସମାଧି ପାଇଁ ଗାଁ ଶ୍ମାସନକୁ ନେବା ବେଳେ ଗାଁର କୁଇ ସମାଜ ଶ୍ମସାନକୁ ନିଜ ଜାଗା ଦର୍ଶାଇ ବିରୋଧ କରିଥିଲେ । ଫଳରେ ପରିବାର ଲୋକ ଏବେ ବି ଶବ ସତ୍କାର ପାଇଁ ଅପେକ୍ଷା କରିଛନ୍ତି ।

ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣାସ୍ଥଳରେ ଜି ଉଦୟଗିରି ବିଡିଓ ଓ ରାଇକିଆ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ତେବେ ଦୁଇ ପକ୍ଷ ନିଜ ନିଜ ଯିଦରେ ଅଟଳ ଥିବାରୁ ଏଯାଏଁ ସମାଧାନର ରାସ୍ତା ବାହାରିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story