Deadbody
କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କନଷ୍ଟେବଲ ଶ୍ରୀନିବାସ ଘଟାଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଥାନା ଉପର ମହଲାରେ ଥିବା ବାରାକରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ସହିତ କ’ଣ ଘଟିଛି, ତାହା ଜଣାପଡ଼ି ନଥିବା ବେଳେ ବାଲିଗୁଡ଼ା ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
Advertisment
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
