Advertisment

ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଫେରାର

ରଙ୍ଗ୍‌ ନମ୍ବରରୁ ଆରମ୍ଭ ହେଲା କଥାବର୍ତ୍ତା । ଏହାପରେ ଦେଖା ସାକ୍ଷାତରୁ ହେଲା ସମ୍ପର୍କ। ସାତ ଜନ୍ମର ସାଥୀ ହୋଇ ରହିବେ ବୋଲି ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ ଯୁବକ। ନିଜ ପ୍ରେମିକ ସହ ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଯୁବତୀ ତାଙ୍କର ସବୁ କଥାକୁ ସ୍ୱୀକାର କରିନେଲେ। ଏହାର ସୁଯୋଗ ନେଇ ଯୁବକଜଣକ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବାକୁ ପଛାଇଲେ ନାହିଁ। ନ୍ୟାୟ ଆଶାରେ ପରିବାର ସହ ଯୁବତୀଜଣକ ବାରମ୍ବାର ଥାନାର ଦ୍ୱାରସ୍ଥ ହେଉଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଏପରି ଏକ ଲଜ୍ୟାଜନକ ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି।

author-image
Manoj Swain
ଅଦ୍ୟତନ ହୋଇଛି
Rape Kandhamal