Advertisment

କେନ୍ଦୁଝର: ଲାଞ୍ଚ ନେଇ ଧରାପଡ଼ିଲେ ନେସ୍କୋ ନିବାର୍ହୀ ଯନ୍ତ୍ରୀ

କେନ୍ଦୁଝର: ପ୍ରକଳ୍ପ କାମର ସାନି ଆକଳନ କରି କାମ ଦେବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ନେସ୍କୋ ନିବାର୍ହୀ ଯନ୍ତ୍ରୀ ଦୀପକ କୁମାର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଦୀପକ ବଡବିଲର ଜନୈକ ଠିକାଦାର ଜୋତ୍ସନା ଇଲେକଟ୍ରିକାଲ ଆପଲାଏନସେସର ମାଲିକ ସଂଗ୍ରାମ କେଶରୀ ଦାସଙ୍କର ଏକ ପ୍ରକଳ୍ପ କାମର ସାନି ଆକଳନ କରି କାମ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ଯୋଜନା ଅନୁଯାୟୀ  ଲାଞ୍ଚ ନେବା ବେଳେ […]

ଅଦ୍ୟତନ ହୋଇଛି
କେନ୍ଦୁଝର: ଲାଞ୍ଚ ନେଇ ଧରାପଡ଼ିଲେ ନେସ୍କୋ ନିବାର୍ହୀ ଯନ୍ତ୍ରୀ

kandujera

Advertisment

କେନ୍ଦୁଝର: ପ୍ରକଳ୍ପ କାମର ସାନି ଆକଳନ କରି କାମ ଦେବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ନେସ୍କୋ ନିବାର୍ହୀ ଯନ୍ତ୍ରୀ ଦୀପକ କୁମାର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଦୀପକ ବଡବିଲର ଜନୈକ ଠିକାଦାର ଜୋତ୍ସନା ଇଲେକଟ୍ରିକାଲ ଆପଲାଏନସେସର ମାଲିକ ସଂଗ୍ରାମ କେଶରୀ ଦାସଙ୍କର ଏକ ପ୍ରକଳ୍ପ କାମର ସାନି ଆକଳନ କରି କାମ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ଯୋଜନା ଅନୁଯାୟୀ  ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଯୋଡା ସ୍ଥିତ ନେସ୍କୋ ଅଫିସରୁ ପ୍ରମାଣ ସହ ଗିରଫ କରିଥିଲା। ଏଥିସହ କେନ୍ଦୁଝରରେ ସେ ରହୁଥିବା ଭଡାଘରେ ଓ ଭବନେଶ୍ୱରରେ ଥିବା ତାଙ୍କ ଘରେ ମଧ୍ୟ ଭିଜିଲାନ୍ସ ଏକା ସାଙ୍ଗରେ ଚଢ଼ାଉ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe