Advertisment

କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଙ୍ଗନା ରଣାଓ୍ୱତଙ୍କ ଫେସବୁକ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଦୁଷ୍କର୍ମ କରିବାକୁ ଧମକ ଦେଇଛନ୍ତି ଓଡ଼ିଶାର ଜଣେ ଆଇନଜୀବୀ। ତାଙ୍କ ନାମ ମେହେନ୍ଦି ରେଜା। ସୋଶାଲ ମିଡିଆରେ ଯେତେବେଳେ ଲୋକମାନେ ଏହାକୁ ନେଇ ତାଙ୍କୁ କଡ଼ା ପ୍ରତିକ୍ରିୟା ଦେଲେ ସେ ଜବାବରେ କହିଛନ୍ତି ତାଙ୍କ ଫେସବୁକ ଆଇଡି ହ୍ୟାକିଂ ହୋଇଯାଇଥିଲା। ଅକ୍ଟୋବର ୧୭ ତାରିଖରେ କଙ୍ଗନା ରଣାଓ୍ୱତ ଏହି ପୋଷ୍ଟ କରିଥିଲେ। ନବରାତ୍ରୀ ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ପୋଷ୍ଟ କରିଥିଲେ। ଏହାର […]

ଅଦ୍ୟତନ ହୋଇଛି
କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

kangna

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଙ୍ଗନା ରଣାଓ୍ୱତଙ୍କ ଫେସବୁକ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଦୁଷ୍କର୍ମ କରିବାକୁ ଧମକ ଦେଇଛନ୍ତି ଓଡ଼ିଶାର ଜଣେ ଆଇନଜୀବୀ। ତାଙ୍କ ନାମ ମେହେନ୍ଦି ରେଜା। ସୋଶାଲ ମିଡିଆରେ ଯେତେବେଳେ ଲୋକମାନେ ଏହାକୁ ନେଇ ତାଙ୍କୁ କଡ଼ା ପ୍ରତିକ୍ରିୟା ଦେଲେ ସେ ଜବାବରେ କହିଛନ୍ତି ତାଙ୍କ ଫେସବୁକ ଆଇଡି ହ୍ୟାକିଂ ହୋଇଯାଇଥିଲା।publive-image

Advertisment

ଅକ୍ଟୋବର ୧୭ ତାରିଖରେ କଙ୍ଗନା ରଣାଓ୍ୱତ ଏହି ପୋଷ୍ଟ କରିଥିଲେ। ନବରାତ୍ରୀ ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ପୋଷ୍ଟ କରିଥିଲେ। ଏହାର ଜବାବରେ ଆଇନଜୀବୀ ମେହେନ୍ଦୀ ରେଜା ଦୁଷ୍କର୍ମ ଧମକ ଦେଇଥିଲେ।

publive-image

publive-image

ମେହେନ୍ଦୀ ରେଜା ଝାରସୁଗୁଡା ଜିଲ୍ଲା କୋର୍ଟରେ ଓକିଲାତି କରୁଥିବା ସୂଚନା ରହିଛି। ବର୍ତ୍ତମାନ ଏହି ବ୍ୟକ୍ତି ଜଣଙ୍କ ଫେସବୁକ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe