Advertisment

ରାଜ୍ୟରେ ଚାଲିଛି କି ତାଲିବାନୀ ଶାସନ?

ରାଜ୍ୟରେ ଚାଲିଛି କି ତାଲିବାନୀ ଶାସନ ? ଗଂଜାମ ଓ ଢେଙ୍କାନାଳରେ ଚୋର ସନ୍ଦେହରେ ଦୁଇ ଜଣଙ୍କୁ ପିଟି ପିଟି ମାରିଦେବା ଘଟଣା ପରେ ଉଠିଛି ଏଭଳି ପ୍ରଶ୍ନ।

author-image
Manoj Swain

ରାଜ୍ୟରେ ଚାଲିଛି କି ତାଲିବାନୀ ଶାସନ ? ଗଂଜାମ ଓ ଢେଙ୍କାନାଳରେ ଚୋର ସନ୍ଦେହରେ ଦୁଇ ଜଣଙ୍କୁ ପିଟି ପିଟି ମାରିଦେବା ଘଟଣା ପରେ ଉଠିଛି ଏଭଳି ପ୍ରଶ୍ନ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟି ପିଟି ହତ୍ୟା କରାଯାଇଥିବା ବେଳେ ପୁଲିସ୍ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିସାରିଲାଣି। ଏହି ଘଟଣାର ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓଟି ଉକ୍ତ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯିବାର ବୋଲି ପୁରୁଷୋତ୍ତମପୁର ଥାନା ପୁଲିସ ସ୍ପଷ୍ଟ କରିଛି।

Advertisment
Kangaroo Court Odisha