କଟକ: ମେହେନ୍ଦିପୁରରେ ଜଣ୍ଡିସ୍ ସ୍ଥିତି ଗମ୍ଭୀର

କଟକ:କଟକ ମେହେନ୍ଦିପୁରରେ ଜଣ୍ଡିସ୍ ସ୍ଥିତି ଗମ୍ଭୀର ରହିଛି । ଏଠାରେ ୧୩ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ଭାବେ କୁହାଯାଇଥିଲେ ମଧ୍ୟ, ସଂଖ୍ୟା ବହୁ ଅଧିକ ବୋଲି ଅଭିଯୋଗ ହୋଇଛି। ଗତକାଲି ଠାରୁ ଏଠାରେ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣା ଔଷଧ ବଣ୍ଟା ଯାଉଛି। ରୋଗ ସଂପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି। ଦୂଷିତ ପିଇବା ପାଣି ଯୋଗୁଁ ଜଣ୍ଡିସ ବ୍ୟାପୁଥିବାରୁ ଖରାପ ପାଇପ୍ ଲାଇନ ବନ୍ଦ କରି ନୂଆ […]

ctc-jundice

ctc-jundice

Rakesh Mallick
  • Published: Friday, 29 May 2015
  • Updated: 29 May 2015, 01:21 PM IST

Sports

Latest News

କଟକ:କଟକ ମେହେନ୍ଦିପୁରରେ ଜଣ୍ଡିସ୍ ସ୍ଥିତି ଗମ୍ଭୀର ରହିଛି । ଏଠାରେ ୧୩ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ଭାବେ କୁହାଯାଇଥିଲେ ମଧ୍ୟ, ସଂଖ୍ୟା ବହୁ ଅଧିକ ବୋଲି ଅଭିଯୋଗ ହୋଇଛି। ଗତକାଲି ଠାରୁ ଏଠାରେ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣା ଔଷଧ ବଣ୍ଟା ଯାଉଛି। ରୋଗ ସଂପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି। ଦୂଷିତ ପିଇବା ପାଣି ଯୋଗୁଁ ଜଣ୍ଡିସ ବ୍ୟାପୁଥିବାରୁ ଖରାପ ପାଇପ୍ ଲାଇନ ବନ୍ଦ କରି ନୂଆ ପାଇପ୍ ଲାଇନ ସାହାଯ୍ୟରେ ଜଳ ଯୋଗାଣ କରାଯାଉଛି। ଟ୍ୟାଙ୍କର ସାହାଯ୍ୟରେ ମଧ୍ୟ ଲୋକଙ୍କୁ ପାଣି ଦିଆଯାଉଛି। ତିନିମାସ ତଳେ କଟକରେ ଜଣ୍ଡିସ୍ ବ୍ୟାପି ୧୭୧ ଜଣ ଆକ୍ରାନ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos