Advertisment

ଅଧା ରହିଗଲା ଜଳାଭିଷେକ, କେନାଲରେ ଭାସିଗଲେ କାଉଡ଼ିଆ

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଜଳାଭିଷେକ କରିବାକୁ ଆସି କେନାଲରେ ଭାସିଗଲେ କାଉଡ଼ିଆ। ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରେ। ନିଖୋଜ କାଉଡ଼ିଆ ଜଣଙ୍କ ହେଲେ  ଶ୍ୟାମ ସୁନ୍ଦର ବାରିକ। ତାଙ୍କ ଘର ତାଳଚେରରେ ବୋଲି ବୋଲି ଜଣାଯାଇଛି। ଶ୍ୟାମସୁନ୍ଦର ଦୁଇ ସାଙ୍ଗଙ୍କ ସହିତ ଜଳାଭିଷେକ କରିବା ପାଇଁ କୁଆଳୋ ଗାଁ ସ୍ଥିତ ବାବା ଅଷ୍ଟଶମ୍ଭୁ ମନ୍ଦିରକୁ ଆସିଥିଲେ। କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ […]

ଅଦ୍ୟତନ ହୋଇଛି
ଅଧା ରହିଗଲା ଜଳାଭିଷେକ, କେନାଲରେ ଭାସିଗଲେ କାଉଡ଼ିଆ

kamayanagar

Advertisment

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଜଳାଭିଷେକ କରିବାକୁ ଆସି କେନାଲରେ ଭାସିଗଲେ କାଉଡ଼ିଆ। ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରେ। ନିଖୋଜ କାଉଡ଼ିଆ ଜଣଙ୍କ ହେଲେ  ଶ୍ୟାମ ସୁନ୍ଦର ବାରିକ। ତାଙ୍କ ଘର ତାଳଚେରରେ ବୋଲି ବୋଲି ଜଣାଯାଇଛି।

Advertisment

ଶ୍ୟାମସୁନ୍ଦର ଦୁଇ ସାଙ୍ଗଙ୍କ ସହିତ ଜଳାଭିଷେକ କରିବା ପାଇଁ କୁଆଳୋ ଗାଁ ସ୍ଥିତ ବାବା ଅଷ୍ଟଶମ୍ଭୁ ମନ୍ଦିରକୁ ଆସିଥିଲେ। କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରୁ ଜଳାଭିଷେକ ପାଇଁ ଗାଧୋଉଥିବା ବେଳେ ଜଳସ୍ରୋତରେ ଶ୍ୟାମସୁନ୍ଦରଙ୍କ ସହ  ତାଙ୍କର ଜଣେ ସାଙ୍ଗ ଭାସି ଯାଇଥିଲେ। ସ୍ଥାନୀୟ ଲୋକ ଶ୍ୟାମସୁନ୍ଦରଙ୍କ ସାଙ୍ଗ ଉଦ୍ଧାର କରିଥିଲେ। ହେଲେ ଶ୍ୟାମସୁନ୍ଦର  ପାଣି ସୁଅରେ ଭାସି ଯାଇଥିଲେ। ତାଙ୍କର କୌଣସି ପତ୍ତା ମିଳି ନଥିଲା।

ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପରଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe