Advertisment

ହୃଷିକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧ ମସିହା ପାଇଁ ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ବିଶିଷ୍ଟ କବି ହୃଷିକେଶ ମଲ୍ଲିକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ‘ସରିଯାଇଥିବା ଅପେରା’ ପୁସ୍ତକ ପାଇଁ ହୃଷିକେଶଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।  । ଏହାବାଦ ଦିଗରାଜ ବ୍ରହ୍ମା ପାଇବେ ୨୦୨୧ର ବାଲ୍ ସାହିତ୍ୟ ପୁରସ୍କାର । ‘ଗୀତ କହେ ମାଟିର କଥା’ ବହି ପାଇଁ ଦିଗରାଜଙ୍କୁ ମିଳିବ ପୁରସ୍କାର ।  ସାହିତ୍ୟ […]

ଅଦ୍ୟତନ ହୋଇଛି
ହୃଷିକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

hrusikesh-mallik

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧ ମସିହା ପାଇଁ ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ବିଶିଷ୍ଟ କବି ହୃଷିକେଶ ମଲ୍ଲିକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ‘ସରିଯାଇଥିବା ଅପେରା’ ପୁସ୍ତକ ପାଇଁ ହୃଷିକେଶଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।  ।

Advertisment

ଏହାବାଦ ଦିଗରାଜ ବ୍ରହ୍ମା ପାଇବେ ୨୦୨୧ର ବାଲ୍ ସାହିତ୍ୟ ପୁରସ୍କାର । ‘ଗୀତ କହେ ମାଟିର କଥା’ ବହି ପାଇଁ ଦିଗରାଜଙ୍କୁ ମିଳିବ ପୁରସ୍କାର ।  ସାହିତ୍ୟ ଏକଡେମୀ ଯୁବ ପୁରସ୍କାର ପାଇବେ ଦେବବ୍ରତ ଦାସ । ‘ସ୍ପର୍ଶ’ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ପୁରସ୍କାର ପାଇବେ ଦେବବ୍ରତ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe