କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶିତ

କେନ୍ଦ୍ରାପଡା:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ ପାଇଛି। କଳାରେ ୯୬%, ବାଣିଜ୍ୟରେ ୯୮% ଓ ବିଜ୍ଞାନରେ ୯୪% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନର ଛାତ୍ରୀ ନିରୁପମା ସାହୁ ମ୍ୟାଥମେଟିକ୍ସ ସମ୍ମାନରେ ସର୍ବୋଚ୍ଚ ୧୮୦୦ରୁ ୧୬୧୦ ମାର୍କ ରଖି (୮୯.୪%) ଟପ୍ପର ହୋଇଛନ୍ତି। କଳା ବିଭାଗରେ ଛାତ୍ର ଜିତୁ ଦାସ ଶିକ୍ଷା ସମ୍ମାନରେ ୧୮୦୦ରୁ ୧୩୭୮ ମାର୍କ(୭୬.୫%) ରଖି ଟପ୍ପର ହୋଇଛନ୍ତି। ସେହିପରି ବାଣିଜ୍ୟ ବିଭାଗର ଛାତ୍ର ସୂର୍ଯ୍ୟକାନ୍ତ ମହାନ୍ତି ୧୮୦୦ରୁ ୧୪୪୫ ମାର୍କ(୮୦.୨%) […]

KENDRAPARA-COLLEGE

Rakesh Mallick
  • Published: Thursday, 21 May 2015
  • , Updated: 21 May 2015, 07:51 AM IST

କେନ୍ଦ୍ରାପଡା:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ ପାଇଛି। କଳାରେ ୯୬%, ବାଣିଜ୍ୟରେ ୯୮% ଓ ବିଜ୍ଞାନରେ ୯୪% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନର ଛାତ୍ରୀ ନିରୁପମା ସାହୁ ମ୍ୟାଥମେଟିକ୍ସ ସମ୍ମାନରେ ସର୍ବୋଚ୍ଚ ୧୮୦୦ରୁ ୧୬୧୦ ମାର୍କ ରଖି (୮୯.୪%) ଟପ୍ପର ହୋଇଛନ୍ତି। କଳା ବିଭାଗରେ ଛାତ୍ର ଜିତୁ ଦାସ ଶିକ୍ଷା ସମ୍ମାନରେ ୧୮୦୦ରୁ ୧୩୭୮ ମାର୍କ(୭୬.୫%) ରଖି ଟପ୍ପର ହୋଇଛନ୍ତି। ସେହିପରି ବାଣିଜ୍ୟ ବିଭାଗର ଛାତ୍ର ସୂର୍ଯ୍ୟକାନ୍ତ ମହାନ୍ତି ୧୮୦୦ରୁ ୧୪୪୫ ମାର୍କ(୮୦.୨%) ରଖି ଟପ୍ପର ହୋଇଛନ୍ତି।ମହାବିଦ୍ୟାଳୟର   ଛାତ୍ରଛାତ୍ରୀଙ୍କ ପାସ ହାର ୯୬% ରହିଛି।

Related story