Advertisment

କେନ୍ଦ୍ରାପଡ଼ା: ମହିଳାଙ୍କୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡ଼ା: ଗାଈ ଚରାଇବାକୁ ଯାଇଥିବା ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ମାରି ଦେଇଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ କଣ୍ଡିରା ପଞ୍ଚାୟତ ବଳରାମପୁର ଗାଁରେ। ଗାଁର ଛାୟାରାଣୀ ବାଗ ପାଟଶାଳା ନଦୀ ପଠାରେ ଗାଈ ଚୋରାଉ ଥିବା ବେଳେ ଏକ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ବହୁ ଖୋଜାଖୋଜି ପରେ ନଦୀରୁ ଛାୟାର ଖଣ୍ଡିଆ ହାତ ପରିବାର ଲୋକେ ପାଇବା ପରେ ରାଜନଗର ଥାନରେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
କେନ୍ଦ୍ରାପଡ଼ା: ମହିଳାଙ୍କୁ ଟାଣି ନେଲା କୁମ୍ଭୀର

patamundei

Advertisment

କେନ୍ଦ୍ରାପଡ଼ା: ଗାଈ ଚରାଇବାକୁ ଯାଇଥିବା ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ମାରି ଦେଇଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ କଣ୍ଡିରା ପଞ୍ଚାୟତ ବଳରାମପୁର ଗାଁରେ। ଗାଁର ଛାୟାରାଣୀ ବାଗ ପାଟଶାଳା ନଦୀ ପଠାରେ ଗାଈ ଚୋରାଉ ଥିବା ବେଳେ ଏକ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ବହୁ ଖୋଜାଖୋଜି ପରେ ନଦୀରୁ ଛାୟାର ଖଣ୍ଡିଆ ହାତ ପରିବାର ଲୋକେ ପାଇବା ପରେ ରାଜନଗର ଥାନରେ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe