ଗାର୍ଡ଼େନ ପ୍ରେମରେ ଗୋବର୍ଦ୍ଧନ, ୱାର୍ଲଡ ବ୍ୟାଙ୍କ ଚାକିରି ଛାଡ଼ି କମାଉଛନ୍ତି ଲକ୍ଷାଧିକ ଟଙ୍କା

ପଟ୍ଟାମୁଣ୍ଡାଇ (ପ୍ରବୀର ପ୍ରଧାନ): ଚାଷ ଉପରୁ ଧୀରେ ଧୀରେ ମୁହଁ ଫେରାଇଲେଣି ଯୁବଗୋଷ୍ଠୀ। ଚାକିରି ନହେଲେ ଦାଦନ ଖଟିବାକୁ ଯିବାକୁ ବେଶି ମନ ବଳାଉଛନ୍ତି ଯୁବକ । ଏଭଳି କ୍ଷେତ୍ରରେ ଜଣେ ଶିକ୍ଷିତ ଯୁବକ ଚାକିରୀ ଛାଡି ଏବେ କରୁଛନ୍ତି ଚାଷ। ନିଜ ବାଡିରେ ଚାଷ କରି ରୋଜଗାର କରିପାରୁଛନ୍ତି ଲକ୍ଷାଧିକ ଟଙ୍କା । ରାଜନଗର ଘଡିଆମାଳର ଯୁବ ଚାଷୀ ଗୋବର୍ଦ୍ଧନ ପ୍ରଧାନ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ତାଙ୍କ ବାଡ଼ିରେ ଫଳିଛି ଭଳିକି ଭଳି […]

6nm

6nm

Tapas Behera
  • Published: Wednesday, 10 March 2021
  • Updated: 10 March 2021, 06:37 PM IST

Sports

Latest News

ପଟ୍ଟାମୁଣ୍ଡାଇ (ପ୍ରବୀର ପ୍ରଧାନ): ଚାଷ ଉପରୁ ଧୀରେ ଧୀରେ ମୁହଁ ଫେରାଇଲେଣି ଯୁବଗୋଷ୍ଠୀ। ଚାକିରି ନହେଲେ ଦାଦନ ଖଟିବାକୁ ଯିବାକୁ ବେଶି ମନ ବଳାଉଛନ୍ତି ଯୁବକ । ଏଭଳି କ୍ଷେତ୍ରରେ ଜଣେ ଶିକ୍ଷିତ ଯୁବକ ଚାକିରୀ ଛାଡି ଏବେ କରୁଛନ୍ତି ଚାଷ। ନିଜ ବାଡିରେ ଚାଷ କରି ରୋଜଗାର କରିପାରୁଛନ୍ତି ଲକ୍ଷାଧିକ ଟଙ୍କା । ରାଜନଗର ଘଡିଆମାଳର ଯୁବ ଚାଷୀ ଗୋବର୍ଦ୍ଧନ ପ୍ରଧାନ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ତାଙ୍କ ବାଡ଼ିରେ ଫଳିଛି ଭଳିକି ଭଳି ପନିପରିବା ।  ଫୁଲ ଫଳରେ ହସୁଛି କ୍ଷେତ।  ଛୋଟିଆ ଜାଗାରେ ଲଗାଯାଇଛି କେତେ ରକମର ଗଛ ।

ଥରେ ଏଠାକୁ ଆସିଲେ ମନଭରି ନବୁଲିବା ଯାଏ ଫେରିବାକୁ ଇଚ୍ଛା ହେବନି । ନିଜ ବାଡିରେ ସରକାରଙ୍କ ମୋ ବଗିଚା ଯୋଜନାରେ ଚାଷ କରି ସଫଳ ଚାଷୀ ଭାବେ ପ୍ରଶଂସା ସାଉଁଟିଛନ୍ତି । ତେବେ ତାଙ୍କ ଚାଷର ବିଶେଷତ୍ୱ ଏହା ଯେ, ଏଥିରେ କୌଣସି ପ୍ରକାର ସାରର ପ୍ରୟୋଗ କରାଯାଇନି । ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ଗୋବର୍ଦ୍ଧନ। ତାଙ୍କ କହିବା ଅନୁଯାୟୀ, ବିଶ୍ୱବ୍ୟାଙ୍କରେ ଚାକିରି ଛାଡ଼ିବା ପରେ ଗୋଟିଏ ସ୍କୁଲରେ ପ୍ରିନ୍ସପାଲ ଭାବେ କାର୍ଯ୍ୟ କରୁଥିଲେ। ପରେ ସେ ଚାକିରି ଛାଡ଼ି ଜୈବିକ ପଦ୍ଧିତିରେ ଚାଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଗୋବର୍ଦ୍ଧନ କହିଛନ୍ତି।

ଉଚ୍ଚଶିକ୍ଷିତ ଗୋବର୍ଦ୍ଧନ ଚାକିରୀ ଛାଡି ଚାଷ କରିବାକୁ ମନ ବଳାଇଥିଲେ । ଏଥିପାଇଁ ଅଳ୍ପ ଜାଗାରେ କିଭଳି ଅଧିକ ପନିପରିବା ଗଛ ଲାଗିପାରିବ, ସେନେଇ ଚେଷ୍ଟା କରିଥିଲେ । ଜୈବିକ ପଦ୍ଧତିରେ ଚାଷ ଦ୍ୱାରା କେବଳ ଯେ ପରିବାରର ଆବଶ୍ୟକତା ମେଣ୍ଟୁଛି ତା ନୁହେଁ, ବରଂ ଏଥିରୁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର ବି କରିପାରୁଛନ୍ତି ଗୋବର୍ଦ୍ଧନ । ତାଙ୍କର ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story