ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର) କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ରାଲି ପାଇଁ ଟଙ୍କା ବଣ୍ଟାଯିବା ଅଭିଯୋଗ ହୋଇଛି। ଶୋଭାଯାତ୍ରାରେ ଯିବା ପାଇଁ ବାଇକ୍ ପିଛା ଶହେ ଟଙ୍କା ଲେଖାଏଁ ଦିଆଯାଇଛି । କ୍ୟାମେରାରେ କଏଦ ହୋଇଛି ଏହାର ଭିଜୁଆଲ । ବାଇକ ରାଲିରେ ସାମିଲ ହେବା ପାଇଁ ଜଣକ ପିଛା ଶହେ ଟଙ୍କା ଲେଖାଏଁ ବଣ୍ଟା ଯାଉଥିବାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଛି।
https://youtu.be/Kooioi1_UvI
iଂବିଧାୟକଙ୍କ ରାଲିରେ ସାମିଲ ହେବା ପାଇଁ ଏହି ଟଙ୍କା ଦିଆଯାଉଥିବା ଅଭିଯୋଗ ହୋଇଛି। ରାଜନଗର ବିଧାୟକ ଧ୍ରୁବ ସାହୁ ଏକ ବିଶାଳ ଶୋଭାଯାତ୍ରା କରି ଡାମରପୁର, ଶ୍ରୀରାମପୁର, ବଳଭଦ୍ରପୁର ପଞ୍ଚାୟତ ବୁଲି ୨୦ କୋଟି ଟଙ୍କାର ୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । iଂ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଘର ବାହାରେ ଝୁଲି ରହିଥିଲେ ବାପା, ଭିତରେ ପଡ଼ିଥିଲା ମା’ପୁଅଙ୍କ ମୃତଦେହ
ଘରର ୪ ଜଣ ସଦସ୍ୟଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।
Miscellaneous
ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ୨୩ ଦିନ ପରେ ଆଫ୍ରିକାରୁ ଫେରିଲା ମୃତଦେହ
୮ ମାସ ତଳେ ପାଣି ପାଇପ କାମ କରିବା ପାଇଁ ଜଣେ ଏଜେଣ୍ଟଙ୍କ ଜରିଆରେ ମଧ୍ୟ ଆଫ୍ରିକାର କଙ୍ଗୋକୁ ଯାଇଥିଲେ ଦିବାକର।
Miscellaneous
ଦକ୍ଷିଣ ଆଫ୍ରିକାରେ ସାହାର୍ଯ୍ୟ ମାଗୁଛନ୍ତି ଓଡ଼ିଆ ଶ୍ରମିକ
ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି 14 ଜଣ ଓଡ଼ିଆ ଶ୍ରମିକ। ଭିଡିଓ କରି ଜଣାଇଲେ ଦୁଃଖ ।
Politics
‘ଏ ନିର୍ବାଚନ ଲୋକେ ଲଢିବେ’
ହଟେକେଶ୍ୱର ମନ୍ଦିର ପରିସରରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଉପସ୍ଥିତିରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
Miscellaneous
ଶୁଦ୍ଧିକ୍ରିୟା ପରେ ଘରକୁ ଫେରିଲା ପୁଅ
ହିନ୍ଦୁଧର୍ମର ରୀତିନୀତି ଅନୁସାରେ ତାଙ୍କର ଶୁଦ୍ଧିକ୍ରିୟା ସାରି ଦେଇଥିଲେ ପରିବାର ଲୋକେ।