ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ିବା ପରେ ଫେରି ଆସିଲେ ମନୋରଂଜନ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ିବା ନିଷ୍ପତ୍ତି ପରେ  ୟୁଏସ୍ ଆର୍ମିର ବେସ୍ କ୍ୟାମ୍ପରେ କାମ କରୁଥିବା ଅନେକ ଓଡ଼ିଆ ଘରକୁ ଫେରି ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରାପଡ଼ାର ମନୋରଂଜନ ସାହୁ । ସେ ବାଗ୍ରାମେରେ ଥିବା ବେସ୍ କ୍ୟାଂପରେ ପ୍ରାୟ ୫ ବର୍ଷ ଧରି କାର୍ଯ୍ୟରତ ଥିଲେ । ୩ ମାସ ତଳେ ସେ ନିଜ ଗାଁକୁ ଫେରିଛନ୍ତି। କେବଳ ମନୋରଂଜନ ନୁହଁନ୍ତି ତାଙ୍କ ଭଳି କେନ୍ଦ୍ରାପଡ଼ାର ପ୍ରାୟ ୨୫ ଜଣ […]

6hn

6hn

Tapas Behera
  • Published: Wednesday, 18 August 2021
  • Updated: 18 August 2021, 04:35 PM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର) ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ିବା ନିଷ୍ପତ୍ତି ପରେ  ୟୁଏସ୍ ଆର୍ମିର ବେସ୍ କ୍ୟାମ୍ପରେ କାମ କରୁଥିବା ଅନେକ ଓଡ଼ିଆ ଘରକୁ ଫେରି ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କେନ୍ଦ୍ରାପଡ଼ାର ମନୋରଂଜନ ସାହୁ । ସେ ବାଗ୍ରାମେରେ ଥିବା ବେସ୍ କ୍ୟାଂପରେ ପ୍ରାୟ ୫ ବର୍ଷ ଧରି କାର୍ଯ୍ୟରତ ଥିଲେ । ୩ ମାସ ତଳେ ସେ ନିଜ ଗାଁକୁ ଫେରିଛନ୍ତି। କେବଳ ମନୋରଂଜନ ନୁହଁନ୍ତି ତାଙ୍କ ଭଳି କେନ୍ଦ୍ରାପଡ଼ାର ପ୍ରାୟ ୨୫ ଜଣ ଯୁବକ ୟୁଏସ୍ ଆର୍ମିର ବେସ୍ କ୍ୟାମ୍ପରେ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରୁଥିଲେ । ତେବେ ଆମେରିକୀୟ ସେନା ଆଫଗାନିସ୍ତାନ ଛାଡ଼ି ଚାଲିଯିବା ପରେ ଏମାନେ ସମସ୍ତେ ସ୍ୱଦେଶ ଫେରି ଆସିଛନ୍ତି।

ସେପଟେ ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟମାନେ ଉଦ୍ଧାର ପାଇଁ ବିକଳ ହେଉଛନ୍ତି। ଆଫଗାନିସ୍ତାନରୁ ସେମାନେ ଭାରତ ସରକାରଙ୍କୁ ନିବେଦନ କରି ଭିଡିଓ ମଧ୍ୟ ଜାରି କରୁଛନ୍ତି। ରବିବାର କାବୁଲ ତାଲିବାନ କବଜାକୁ ଯିବା ପରେ ସେଠାରେ ସଙ୍କଟ ଦେଖାଯାଇଛି। ଏହାସତ୍ତ୍ୱେ ବିଭିନ୍ନ ରାଷ୍ଟ୍ର ଭଳି ଭାରତ ମଧ୍ୟ ଦୁଇଟି ସ୍ୱତନ୍ତ୍ର ବିମାନରେ ଦୂତାବାସ କର୍ମଚାରୀ ଓ ରାଷ୍ଟ୍ରଦୂତଙ୍କୁ ଏୟାରଲିଫ୍ଟ କରିଛି। ପ୍ରଧାନମନ୍ତ୍ରୀ ଆଫଗାନ ସ୍ଥିତିକୁ ନେଇ ନିୟମିତ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି।

ଉଦ୍ଧାରଠାରୁ ଆରମ୍ଭ କରି ବିଭିନ୍ନ ଦିଗ ଉପରେ ସେ ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛି। ଏଯାଏ ୧୬୫୦ରୁ ଅଧିକ ଲୋକ ଭାରତ ଫେରିବାକୁ ଆବେଦନ କରିସାରିଛନ୍ତି। ସେମାନଙ୍କୁ ତୁରନ୍ତ ସ୍ୱଦେଶ ଆଣିବାକୁ ବ୍ୟବସ୍ଥା କରାଯାଉଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story