କର୍ଣ୍ଣଫ୍ଲୋର ଭାବି ବେସନରେ ପକେଇ ଦେଲେ କୀଟନାଶକ, ପକୁଡ଼ି ଖାଇ ପରିବାରର ୩ ଗୁରୁତର

୩ ଗୁରୁତରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Medical PhotoOR

ଦୁଇ ଅସୁସ୍ଥ (ବସିଛନ୍ତି)

Jitendra Garnayak
  • Published: Friday, 26 May 2023
  • Updated: 26 May 2023, 05:11 PM IST

Sports

Latest News

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପାଲସିଂହl ଗାଁରେ ବିଷାକ୍ତ ପକୁଡ଼ି ଖାଇ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଉଛନ୍ତି ଭାସ୍କର ସାହୁ, ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁ ଓ ପୁଅ ରାଜକିଶୋର ସାହୁ।

Also Read

ସାବିତ୍ରୀ ପକୁଡ଼ି ଛାଣିବା ବେଳେ କର୍ଣ୍ଣଫ୍ଲୋର ଭାବି ବେସନରେ କୀଟନାଶକ ମିଶାଇ ଦେଇଥିଲେ। ସେହି ପକୁଡ଼ି ଖାଇବା ପରେ ସେ, ତାଙ୍କ ସ୍ୱାମୀ ଓ ପୁଅ ଅସୁସ୍ଥ ହୋଇ ପଡ଼ିଥିଲେ। ପଡ଼ୋଶୀମାନେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ନେଇ ଯାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story