Advertisment

କେନ୍ଦ୍ରୀୟ ଅନୁଦାନ ନେଇ ଶ୍ୱେତପତ୍ର ଜାରି କରନ୍ତୁ ସରକାର: ନିରଞ୍ଜନ

ଭୁବନେଶ୍ୱର: ଗତ ବର୍ଷକ ଭିତରେ ରାଜ୍ୟକୁ କେତେ ଅନୁଦାନ ମିଳିଛି ସେ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏପରିକି ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା କହିଛନ୍ତି ନିରଞ୍ଜନ। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ନିରଞ୍ଜନ ଅଭିଯୋଗ କରିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏଡିଏ ସରକାର ସମୟରେ କେନ୍ଦ୍ରୀୟ ଅନୁଦାନ କମ୍ ମିଳିଛି। କିଛି କେନ୍ଦୀୟ ଯୋଜନା ବନ୍ଦ ବି ହୋଇଛି। ତେବେ ଏ ସମ୍ପର୍କରେ […]

ଅଦ୍ୟତନ ହୋଇଛି
କେନ୍ଦ୍ରୀୟ ଅନୁଦାନ ନେଇ ଶ୍ୱେତପତ୍ର ଜାରି କରନ୍ତୁ ସରକାର: ନିରଞ୍ଜନ

NiranjanPatnaik

Advertisment

ଭୁବନେଶ୍ୱର: ଗତ ବର୍ଷକ ଭିତରେ ରାଜ୍ୟକୁ କେତେ ଅନୁଦାନ ମିଳିଛି ସେ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏପରିକି ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା କହିଛନ୍ତି ନିରଞ୍ଜନ। ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ନିରଞ୍ଜନ ଅଭିଯୋଗ କରିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏଡିଏ ସରକାର ସମୟରେ କେନ୍ଦ୍ରୀୟ ଅନୁଦାନ କମ୍ ମିଳିଛି। କିଛି କେନ୍ଦୀୟ ଯୋଜନା ବନ୍ଦ ବି ହୋଇଛି। ତେବେ ଏ ସମ୍ପର୍କରେ ରାଜ୍ୟ ସରକାର କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ। ଏପରିକି ଉପା ସରକାର ସମୟରେ କେନ୍ଦ୍ର ଅବହେଳା ବାବଦରେ ବେଶ୍ ଖୋଲାଖୋଲି ଅଭିଯୋଗ କରିଥିବା ବେଳେ ଏବେ କାହିଁକି ରାଜ୍ୟ ସରକାର ଚୁପ ରହିଛନ୍ତି ତାର ଜବାବ ଦିଅନ୍ତୁ ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe