/odisha-reporter/media/post_attachments/uploads/2020/03/6bn-1.jpg)
6bn
କେନ୍ଦୁଝର(ଓଡ଼ିଶା ରିପୋର୍ଟର):କେନ୍ଦୁଝର ଗସ୍ତରେ ଆସି ଆଜି ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଆସି କେନ୍ଦୁଝର ମାଇନିଂ ସ୍କୁଲରେ କିଛି ସମୟ ଅତିବାହିତ କରିଥିଲେ। ୧୯୮୮ରେ ସେ ଏହି ସ୍କୁଲରେ ପାଠ ପଢ଼ୁଥିଲେ । ପରେ ଏକ ସାମ୍ବାଦିକ ସମ୍ମିଲନୀରେ ସେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
Advertisment
ଆଗାମୀ ପୌରାଞ୍ଚଳ ନିର୍ବାଚନରେ ଓଡିଶାର ସମସ୍ତ ପୌର ପରିଷଦରେ ଆମ ଆଦମୀ ପାର୍ଟି ପାର୍ଥୀ ଛିଡା କରେଇବ। ଏଥିରେ ଭଲ କଲେ ବିଧାନସଭା ନିର୍ବାଚନରେ ମଧ୍ୟ ଭାଗ ନେବ। ଓଡ଼ିଶାରେ ଦଳକୁ ମଜଭୁତ କରିବାକୁ ଏବେ ସଦସ୍ୟତା ଗ୍ରହଣ ଉପରେ ଜୋର ଦିଆଯାଉଥିବା ସଞ୍ଜୟ ସିଂହ ସୂଚନା ଦେଇଥିଲେ। ରାଜନୈତିକ ଫାଇଦା ପାଇଁ ଦିଲ୍ଲୀ ଦଙ୍ଗା ବଜେପି କରେଇଛି ବୋଲି କହିବା ସହ ସିଏଏକୁ ଆମ ଆଦମୀ ବିରୋଧ କରିଥିବା କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
