Advertisment

କେନ୍ଦୁଝରର ଏହି ସ୍କୁଲରେ ପଢ଼ିଥିଲେ ଆପ୍‌ ସାଂସଦ ସଞ୍ଜୟ ସିଂହ, ଆଜି ବୁଲିଲେ

କେନ୍ଦୁଝର(ଓଡ଼ିଶା ରିପୋର୍ଟର):କେନ୍ଦୁଝର ଗସ୍ତରେ ଆସି ଆଜି ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଆସି କେନ୍ଦୁଝର ମାଇନିଂ ସ୍କୁଲରେ କିଛି ସମୟ ଅତିବାହିତ କରିଥିଲେ। ୧୯୮୮ରେ ସେ ଏହି ସ୍କୁଲରେ ପାଠ ପଢ଼ୁଥିଲେ । ପରେ ଏକ ସାମ୍ବାଦିକ ସମ୍ମିଲନୀରେ ସେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଆଗାମୀ ପୌରାଞ୍ଚଳ ନିର୍ବାଚନରେ ଓଡିଶାର ସମସ୍ତ ପୌର ପରିଷଦରେ ଆମ ଆଦମୀ ପାର୍ଟି ପାର୍ଥୀ ଛିଡା କରେଇବ। ଏଥିରେ ଭଲ କଲେ ବିଧାନସଭା ନିର୍ବାଚନରେ […]

କେନ୍ଦୁଝରର ଏହି ସ୍କୁଲରେ ପଢ଼ିଥିଲେ ଆପ୍‌ ସାଂସଦ ସଞ୍ଜୟ ସିଂହ, ଆଜି ବୁଲିଲେ

6bn

Advertisment

କେନ୍ଦୁଝର(ଓଡ଼ିଶା ରିପୋର୍ଟର):କେନ୍ଦୁଝର ଗସ୍ତରେ ଆସି ଆଜି ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଆସି କେନ୍ଦୁଝର ମାଇନିଂ ସ୍କୁଲରେ କିଛି ସମୟ ଅତିବାହିତ କରିଥିଲେ। ୧୯୮୮ରେ ସେ ଏହି ସ୍କୁଲରେ ପାଠ ପଢ଼ୁଥିଲେ । ପରେ ଏକ ସାମ୍ବାଦିକ ସମ୍ମିଲନୀରେ ସେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

Advertisment

ଆଗାମୀ ପୌରାଞ୍ଚଳ ନିର୍ବାଚନରେ ଓଡିଶାର ସମସ୍ତ ପୌର ପରିଷଦରେ ଆମ ଆଦମୀ ପାର୍ଟି ପାର୍ଥୀ ଛିଡା କରେଇବ। ଏଥିରେ ଭଲ କଲେ ବିଧାନସଭା ନିର୍ବାଚନରେ ମଧ୍ୟ ଭାଗ ନେବ। ଓଡ଼ିଶାରେ ଦଳକୁ ମଜଭୁତ କରିବାକୁ ଏବେ ସଦସ୍ୟତା ଗ୍ରହଣ ଉପରେ ଜୋର ଦିଆଯାଉଥିବା ସଞ୍ଜୟ ସିଂହ ସୂଚନା ଦେଇଥିଲେ। ରାଜନୈତିକ ଫାଇଦା ପାଇଁ ଦିଲ୍ଲୀ ଦଙ୍ଗା ବଜେପି କରେଇଛି ବୋଲି କହିବା ସହ ସିଏଏକୁ ଆମ ଆଦମୀ ବିରୋଧ କରିଥିବା କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe