Advertisment

ସ୍ଵାମୀ-ସ୍ତ୍ରୀ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ୍

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଝୁମ୍ପୁରା ଥାନା ଅର୍ଶଳା ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମଦୁନ୍ତ ଦୁର୍ଘଟଣା ଘଟିଛି, ଯେଉଁ ଥିରେ ସ୍ୱାମୀ-ସ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କେନ୍ଦୁଝର ଢେଙ୍କିକୋଟ କେତାଙ୍ଗ ଗ୍ରାମର ତାପସ ଗିରି ଏବଂ ତାଙ୍କ ପତ୍ନୀ କୁମୁଦିନୀଙ୍କୁ ନେଇ ଏକ ମୋଟର ସାଇକେଲରେ ନିଜ ଗ୍ରାମରୁ କର୍ମ କ୍ଷେତ୍ର ଯୋଡ଼ାକୁ ଯାଇଥିଲେ। ଯିବା ସମୟରେ ୨୦ ନମ୍ବର ଜାତୀୟ ରାଜପଥ ଝୁମ୍ପୁରା ଥାନା ଅର୍ଶଳା ନିକଟରେ ଏକ ୧୪ ଚକିଆ ଟ୍ରକ୍ […]

ସ୍ଵାମୀ-ସ୍ତ୍ରୀ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ୍

accident

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଝୁମ୍ପୁରା ଥାନା ଅର୍ଶଳା ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମଦୁନ୍ତ ଦୁର୍ଘଟଣା ଘଟିଛି, ଯେଉଁ ଥିରେ ସ୍ୱାମୀ-ସ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କେନ୍ଦୁଝର ଢେଙ୍କିକୋଟ କେତାଙ୍ଗ ଗ୍ରାମର ତାପସ ଗିରି ଏବଂ ତାଙ୍କ ପତ୍ନୀ କୁମୁଦିନୀଙ୍କୁ ନେଇ ଏକ ମୋଟର ସାଇକେଲରେ ନିଜ ଗ୍ରାମରୁ କର୍ମ କ୍ଷେତ୍ର ଯୋଡ଼ାକୁ ଯାଇଥିଲେ।

Advertisment

ଯିବା ସମୟରେ ୨୦ ନମ୍ବର ଜାତୀୟ ରାଜପଥ ଝୁମ୍ପୁରା ଥାନା ଅର୍ଶଳା ନିକଟରେ ଏକ ୧୪ ଚକିଆ ଟ୍ରକ୍ ଦମ୍ପତିଙ୍କୁ ପଛପଟୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁବରଣ କରିଥିଲେ।

ଦୁର୍ଘଟଣା ପରେ ଗାଡ଼ିଟି ପଳାଉଥିବା ସମୟେ ସ୍ଥାନୀୟ ଲୋକମାନେ ପିଛାକରି କିଛି ଦୂରରେ ଗାଡିକୁ ଅଟକାଇ ଥିଲେ। କିନ୍ତୁ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ପୁଲିସ ରାସ୍ତାରୁ ମୃତଦେହ ଉଦ୍ଧାର କରି ଝୁମ୍ପୁରା ମେଡିକାଲକୁ ନେଇଥିବା ବେଳେ ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe