୩ ମାସରୁ ଊର୍ଦ୍ଧ୍ୱ ଭତ୍ତା ଓ ରାସନ ପାଇବାରୁ ବଞ୍ଚିତ ତେନ୍ତଳାପଶି ପଞ୍ଚାୟତବାସୀ

କେନ୍ଦୁଝର(ପ୍ରଣୟ ପାଣି): କରୋନା ମହାମାରୀ ସମୟରେ ସମସ୍ତ ହୀତାଧିକାରୀ ମାନଙ୍କୁ ଆଗୁଆ ଭତ୍ତା ଓ ରାସନ ଯୋଗାଇ ଦେବାକୁ ସରକାର ଘୋଷଣା କରିଥିବା ବେଳେ ହରିଚନ୍ଦନପୁର ବ୍ଳକ ତେନ୍ତଳାପଶି ପଞ୍ଚାୟତରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଏହି ନିର୍ଦ୍ଦେଶକୁ ଫୁ କରିଦେଇଛନ୍ତି।  ଆଗୁଆ ଭତ୍ତା ଓ ରାସନ ଦେବାତ ଦୂରର କଥା ତିନି ମାସ ହେଲାଣି ପିଛଲା ରାସନ ଓ ଭତ୍ତା ଏ ପର୍ଯ୍ୟନ୍ତ ଦେଇ ନାହାନ୍ତି। ଯାହାକୁ ନେଇ ହିତାଧିକାରୀ ହଇରାଣ ହେଉଥିବା ବେଳେ ଗ୍ରାମ୍ୟ […]

5nm

5nm

Tapas Behera
  • Published: Tuesday, 03 August 2021
  • Updated: 03 August 2021, 04:11 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): କରୋନା ମହାମାରୀ ସମୟରେ ସମସ୍ତ ହୀତାଧିକାରୀ ମାନଙ୍କୁ ଆଗୁଆ ଭତ୍ତା ଓ ରାସନ ଯୋଗାଇ ଦେବାକୁ ସରକାର ଘୋଷଣା କରିଥିବା ବେଳେ ହରିଚନ୍ଦନପୁର ବ୍ଳକ ତେନ୍ତଳାପଶି ପଞ୍ଚାୟତରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଏହି ନିର୍ଦ୍ଦେଶକୁ ଫୁ କରିଦେଇଛନ୍ତି।  ଆଗୁଆ ଭତ୍ତା ଓ ରାସନ ଦେବାତ ଦୂରର କଥା ତିନି ମାସ ହେଲାଣି ପିଛଲା ରାସନ ଓ ଭତ୍ତା ଏ ପର୍ଯ୍ୟନ୍ତ ଦେଇ ନାହାନ୍ତି। ଯାହାକୁ ନେଇ ହିତାଧିକାରୀ ହଇରାଣ ହେଉଥିବା ବେଳେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଷକ ଏହାର ତଦନ୍ତ କରିବାକୁ ହରିଚନ୍ଦନପୁର ବିଡିଓଙ୍କୁ ଦାୟିତ୍ଵ ଦେଇଛନ୍ତି ।

ଗ୍ରାମାଞ୍ଚଳରେ କେହି ଅନାହାରରେ ରହିବେ ନାହିଁ । ସେଥିପାଇଁ ସରକାର ପ୍ରଣୟନ କରିଛନ୍ତି ଅନେକ ଯୋଜନା । ଆଉ ତାକୁ କାର୍ଯ୍ୟକାରୀ କରିବାକୁ ତାଗିତ ମଧ୍ୟ କରିଛନ୍ତି । ଖାସ କରି ଏହି ମହାମାରି ସମୟରେ ଲୋକମାନେ ଘରୁ ବାହାରି ପାରିବେ ନାହିଁ । ଏଣୁ ଆଗୁଆ ୩ ମାସର ଭତ୍ତା ଓ ରାସନ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କ ମନମୁଖି ଶାସନ ପାଇଁ ହିତାଧିକାରୀମାନେ ଏହି ମହାମାରୀ ସମୟରେ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ।

ଏହି ଖବର ନେଇ ଆମେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅବଗତ କରାଇବା ପରେ ସେ ଏହାକୁ ଗୁରୁତର ସହ ନେଇ ହରିଚନ୍ଦନପୁର ବିଡିଓ ଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story