ତେଲକୋଇ ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ଜଗମୋହନପୁର ହନୁମାନ ବଟିକା ପାଖରେ ଏକ ଅଙ୍ଗୁର ବୋଝେଇ ଟ୍ରକ୍ ଓଲଟି ପଡିଛି। ଅଙ୍ଗୁର ଗୁଡ଼ିକ ରାସ୍ତାରେ ବିଛେଇ ପଡ଼ିଛି। ଯିଏ ଯେମିତି ପାରିଲା ଅଙ୍ଗୁର ବୋହି ନେଇଛନ୍ତି।
Also Read
ଅଙ୍ଗୁର ବୋଝେଇ ଟ୍ରକ୍ଟି ମହାରାଷ୍ଟ୍ରର ନାସିକରୁ ବାଂଲାଦେଶ ଯାଉଥିଲା। ତେବେ ରବିବାର ବିଳମ୍ୱିତ ରାତିରେ ଟ୍ରକ୍ଟି ଜାତୀୟ ରାଜପଥ ବିଞ୍ଝବାହାଳ ଓ ଜଗମୋହନପୁର ମଝିରେ ଥିବା ହନୁମାନ ବଟିକା ପାଖରେ ଡିଭାଇଡରେ ଉପରେ ଚଢି ଓଲଟି ପଡିଥିଲା। ସୌଭାଗ୍ୟ ବଶତଃ ଡ୍ରାଇଭରଙ୍କ କୌଣସି କ୍ଷତି ହୋଇନାହିଁ। ରାସ୍ତା ଉପରେ ଅଙ୍ଗୁର ବିଛାଡି ହୋଇପଡ଼ିଥିଲା। ଟୋଲ ଗେଟ୍ କର୍ମଚାରୀ ଟ୍ରକକୁ ରାସ୍ତାରୁ ହଟାଇଥିବା ଡ୍ରାଇଭର ମହମ୍ମଦ ମଣ୍ଟୁ ଶେଖ କହିଛନ୍ତି।
ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Balangir
ସିଂହାସନରେ ନବସି ଚେୟାରରେ ବସିଲେ ରାଜ୍ୟପାଳ
ନିର୍ଦ୍ଧାରିତ ସମୟରେ ସଭା ଆୟୋଜନ ହୋଇଥିଲା। ଷ୍ଟେଜ୍ରେ ସିଂହାସନ ଦେଖି କାଢ଼ିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କ ସୁରକ୍ଷା କର୍ମୀ ଓ ଅଧିକାରୀଙ୍କୁ କହିଥିଲେ। ଯେଉଁଥିପାଇଁ ଆୟୋଜକମାନେ ଅଡୁଆରେ ପଡ଼ି ଯାଇଥିଲେ।
National
ରାହୁଲ ଗାନ୍ଧିଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ଉପରାଷ୍ଟ୍ରପତି, କହିଲେ ବିଦେଶ ଗଲେ ରାଜନୈତିକ ଚଷମା ଛାଡ଼ି ଦେବା ଉଚିତ୍
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପରୋକ୍ଷରେ ଟାର୍ଗେଟ କରି ସେ ଏଭଳି ବୟାନ ଦେଇଥିବା ଜଣାପଡ଼ିଛି।
Bhubaneswar
ମୋ ଜୀବନରେ ଝଡ଼ ଆସିଛି, ମୁଁ ପୀଡ଼ିତା: ବର୍ଷା ପ୍ରିୟଦର୍ଶିନୀ
ଅନ୍ୟାୟ ବିରୋରେ ଚୁପ୍ ନ ରହିବାକୁ ଓ ସୋସିଆଲ ମିଡିଆର ନେଗେଟିଭିଟିରୁ ଦୂରରେ ରହିବାକୁ ରମାଦେବୀ ୟୁନିଭରସିଟିର ଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।
Balangir
ଫିଲ୍ମ ଷ୍ଟାଇଲ୍ରେ ପାଣି ଟାଙ୍କି ଉପରେ ଚଢ଼ିଗଲେ ପ୍ରେମିକ, ହେଲେ ଫୋନ୍ ଉଠାଇଲେନି ପ୍ରେମିକା
ପ୍ରେମିକାଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇଥିଲେ ପ୍ରେମିକ ପ୍ରବର ପିଣ୍ଟୁ। ସେଥିପାଇଁ ଆଜି ସକାଳ ପ୍ରାୟ ୧୦ଟା ବେଳେ ସେ ନିଜ ଗାଁରେ ଥିବା ପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ।