Advertisment

ଓଲଟି ପଡ଼ିଲା ଅଙ୍ଗୁର ବୋଝେଇ ଟ୍ରକ୍‌

ଅଙ୍ଗୁର ବୋଝେଇ ଟ୍ରକ୍‌ଟି ମହାରାଷ୍ଟ୍ରର ନାସିକରୁ ବାଂଲାଦେଶ ଯାଉଥିଲା। ତେବେ ରବିବାର ବିଳମ୍ୱିତ ରାତିରେ ଟ୍ରକ୍‌ଟି ଜାତୀୟ ରାଜପଥ ବିଞ୍ଝବାହାଳ ଓ ଜଗମୋହନପୁର ମଝିରେ ଥିବା ହନୁମାନ ବଟିକା ପାଖରେ ଡିଭାଇଡରେ ଉପରେ ଚଢି ଓଲଟି ପଡିଥିଲା।

ଅଦ୍ୟତନ ହୋଇଛି
Truck

Truck

Advertisment

ତେଲକୋଇ ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ଜଗମୋହନପୁର ହନୁମାନ ବଟିକା ପାଖରେ ଏକ ଅଙ୍ଗୁର ବୋଝେଇ ଟ୍ରକ୍‌ ଓଲଟି ପଡିଛି। ଅଙ୍ଗୁର ଗୁଡ଼ିକ ରାସ୍ତାରେ ବିଛେଇ ପଡ଼ିଛି। ଯିଏ ଯେମିତି ପାରିଲା ଅଙ୍ଗୁର ବୋହି ନେଇଛନ୍ତି।

Advertisment

ଅଙ୍ଗୁର ବୋଝେଇ ଟ୍ରକ୍‌ଟି ମହାରାଷ୍ଟ୍ରର ନାସିକରୁ ବାଂଲାଦେଶ ଯାଉଥିଲା। ତେବେ ରବିବାର ବିଳମ୍ୱିତ ରାତିରେ ଟ୍ରକ୍‌ଟି ଜାତୀୟ ରାଜପଥ ବିଞ୍ଝବାହାଳ ଓ ଜଗମୋହନପୁର ମଝିରେ ଥିବା ହନୁମାନ ବଟିକା ପାଖରେ ଡିଭାଇଡରେ ଉପରେ ଚଢି ଓଲଟି ପଡିଥିଲା। ସୌଭାଗ୍ୟ ବଶତଃ ଡ୍ରାଇଭରଙ୍କ କୌଣସି କ୍ଷତି ହୋଇନାହିଁ। ରାସ୍ତା ଉପରେ ଅଙ୍ଗୁର ବିଛାଡି ହୋଇପଡ଼ିଥିଲା। ଟୋଲ ଗେଟ୍‌ କର୍ମଚାରୀ ଟ୍ରକକୁ ରାସ୍ତାରୁ ହଟାଇଥିବା ଡ୍ରାଇଭର ମହମ୍ମଦ ମଣ୍ଟୁ ଶେଖ କହିଛନ୍ତି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe