ତରଭୁଜ ଚାଷୀଙ୍କୁ କନ୍ଦେଇଲା ଲକଡାଉନ୍‌

କେନ୍ଦୁଝର(ପ୍ରଣୟ ପାଣି): ଗତ ବର୍ଷ ପରିବା ଚାଷ ଉପରେ ପଡିଥିଲା କରୋନାର ପ୍ରଭାବ। ହେଲେ ତରଭୁଜ ଚାଷୀ ଭଲ ଦୁଇ ପଇସା ରୋଜଗାର କରିଥିଲେ । କିନ୍ତୁ ଏ ବର୍ଷ ତରଭୁଜ ଚାଷ କରି ଫସିଗଲେ ଚାଷୀ । ତୋଳିବା ମଜୁରୀ ବାହାରୁ ନ ଥିବାରୁ କ୍ଷେତରେ ଛାଡ଼ି ଦେଲେଣି ଗାଈ ଗୋରୁ । ତେବେ ଚାଷ ପାଇଁ କରିଥିବା ଋଣ କିପରି ସୁଝିବେ ସେନେଇ ଚିନ୍ତାରେ ଚାଷୀ। କେନ୍ଦୁଝର ସଦର ବ୍ଳକ ମଇଦାନକେଲ ପଞ୍ଚାୟତ ବାରଖଣ୍ଡା […]

iol

iol

Tapas Behera
  • Published: Monday, 17 May 2021
  • Updated: 17 May 2021, 05:51 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ଗତ ବର୍ଷ ପରିବା ଚାଷ ଉପରେ ପଡିଥିଲା କରୋନାର ପ୍ରଭାବ। ହେଲେ ତରଭୁଜ ଚାଷୀ ଭଲ ଦୁଇ ପଇସା ରୋଜଗାର କରିଥିଲେ । କିନ୍ତୁ ଏ ବର୍ଷ ତରଭୁଜ ଚାଷ କରି ଫସିଗଲେ ଚାଷୀ । ତୋଳିବା ମଜୁରୀ ବାହାରୁ ନ ଥିବାରୁ କ୍ଷେତରେ ଛାଡ଼ି ଦେଲେଣି ଗାଈ ଗୋରୁ । ତେବେ ଚାଷ ପାଇଁ କରିଥିବା ଋଣ କିପରି ସୁଝିବେ ସେନେଇ ଚିନ୍ତାରେ ଚାଷୀ। କେନ୍ଦୁଝର ସଦର ବ୍ଳକ ମଇଦାନକେଲ ପଞ୍ଚାୟତ ବାରଖଣ୍ଡା ଗାଁର ଚାଷୀ ଅମ୍ରିତ ମହାନ୍ତ ।  ୩ ଏକରରୁ ଊର୍ଦ୍ଧ୍ୱ ନିଜ ଚାଷ ଜମିରେ ଧାର କରଜ କରି କରିଥିଲେ ତରଭୁଜ ଚାଷ । କାରଣ ଗତ ବର୍ଷ ପରିବା ଚାଷ କରି କରୋନା ପାଇଁ କ୍ଷତି ସହିଥିଲେ ଅମ୍ରିତ । ଆଉ ଯେଉଁମାନେ ତରଭୁଜ ଚାଷ କରିଥିଲେ ସେମାନେ ଭଲ ଦୁଇ ପଇସା ଲାଭ କରିଥିଲେ । ଏଣୁ ଦୁଇ ପଇସା ଲାଭ ଆଶାରେ ଅନ୍ୟ ପନିପରିବା ସହ ଅଧିକ ଚାଷ କରିଥିଲେ ତରଭୁଜ । ତେବେ ଭଲ ଚାଷ ହୋଇଥିବାରୁ ଫଳ ଦେଖି ଅମ୍ରିତ ଓ ତାଙ୍କ ପରିବାରଙ୍କ ଖୁସି କହିଲେ ନସରେ।

ଆଶା ଥିଲା ୧୫ ରୁ ୨୦ ଟନ ଫଳ ବାହାରିବ । ହେଲେ ତାଙ୍କର ଏହି ଖୁସିକୁ କରୋନା ଗ୍ରାସିଲା।  ବାହାରୁ ଆସି ତରଭୁଜ ନେଉଥିଲେ ବେପାରୀ। ହେଲେ  ଲକଡାଉନ ଲାଗିବା ଫଳରେ ବେପାରୀ ଆସିବା ବନ୍ଦ ହୋଇଗଲା । ତୋଳା ହୋଇଥିବା ତରଭୁଜ ବିଲରେ ଓ ଘରେ ପଚି ସଢିଲା। ଲକଡାଉନ ଭୟରେ କେନ୍ଦୁଝର ସହର କୁ ଆଣି ବିକ୍ରି କରିବାକୁ ସାହାସ ଜୁଟାଇ ପାରୁ ନାହାନ୍ତି ଅମ୍ରିତ | ଏବେ ହାତ ଉଦ୍ଧାରି ଓ ବ୍ୟାଙ୍କରୁ ଆଣିଥିବା ଋଣ କିପରି ସୁଝିବେ, ଘର ପରିବାର କିପରି ଚଳାଇବେ ତାକୁ ନେଇ ଚିନ୍ତାରେ ଅମ୍ରିତ ।

ବେପାରୀ ନ ଆସିବାରୁ ତରଭୁଜ ତୋଳା ବନ୍ଦ ହୋଇଗଲା । ଫଳରେ କ୍ଷେତରେ ଘାସ ମାଡି ଗଲାଣି । ଏଣୁ ବାଧ୍ୟ ହୋଇ ଗାଈ ଗୋରୁ ଚରିବାକୁ ଛାଡି ଦେଲେଣି । ଏ ପଟେ ତରଭୁଜ ବିକ୍ରି ହେଉ ନ ଥିବା ଫଳରେ ବିଲରେ କାମ କରିଥିବା ଶ୍ରମିକ ନିଜର ପାରିଶ୍ରମିକ ପାଇ ପାରି ନାହାଁନ୍ତି । ଆଶା ଅଛି ସ୍ଥିତି ସୁଧୁରିଲେ ତାଙ୍କ ମଜୁରି ମିଳିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story