ମିଠା ବ୍ୟବସାୟୀଙ୍କ ମୁକ୍ତ ଚାଟଶାଳୀ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଏବେ ବେଶ୍ ନାଁ କରିଥିବା ଏହା ହେଉଛି ଦୀପକ ରଂଜନଙ୍କ ମାଗଣା ପାଠଶାଳା। ଯେଉଁଠାରେ ଶତାଧିକ ଛାତ୍ରଛାତ୍ରୀ ଏବେ ଭବିଷ୍ୟତ ଗଢ଼ୁଛନ୍ତି। ବିଶେଷ ଭାବେ ଟଙ୍କା ଅଭାବରୁ କୋଚିଂ ନେଇ ପାରୁ ନ ଥିବା ଛାତ୍ରଛାତ୍ରୀମାନେ ଏଠାରେ ପାଠ ପଢ଼ୁଛନ୍ତି। ଜୁନାଗଡ଼ ସହରର ସ୍ୱାଗତ କଲୋନୀରେ ରହୁଥିବା ବସ୍ତି ପିଲାଙ୍କୁ ବିନା ମୂଲ୍ୟରେ କୋଚିଂ ଯୋଗାଇ ଦେବାର ସ୍ୱପ୍ନ ନେଇ ଆଜିକୁ ପ୍ରାୟ ୬ ମାସ ତଳେ ସହରର ଯୁବ ବ୍ୟବସାୟୀ ଦୀପକ ରଂଜନ ଓ ପତ୍ନୀ ସୀତାରାଣୀ ଆରମ୍ଭ କରିଥିଲେ ଏକ ପ୍ରୟାସ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।