ଓଡ଼ିଶାର ଖାନ୍ ସାର ! | Odisha Reporter
Advertisment
ମିଠା ବ୍ୟବସାୟୀଙ୍କ ମୁକ୍ତ ଚାଟଶାଳୀ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଏବେ ବେଶ୍ ନାଁ କରିଥିବା ଏହା ହେଉଛି ଦୀପକ ରଂଜନଙ୍କ ମାଗଣା ପାଠଶାଳା। ଯେଉଁଠାରେ ଶତାଧିକ ଛାତ୍ରଛାତ୍ରୀ ଏବେ ଭବିଷ୍ୟତ ଗଢ଼ୁଛନ୍ତି। ବିଶେଷ ଭାବେ ଟଙ୍କା ଅଭାବରୁ କୋଚିଂ ନେଇ ପାରୁ ନ ଥିବା ଛାତ୍ରଛାତ୍ରୀମାନେ ଏଠାରେ ପାଠ ପଢ଼ୁଛନ୍ତି। ଜୁନାଗଡ଼ ସହରର ସ୍ୱାଗତ କଲୋନୀରେ ରହୁଥିବା ବସ୍ତି ପିଲାଙ୍କୁ ବିନା ମୂଲ୍ୟରେ କୋଚିଂ ଯୋଗାଇ ଦେବାର ସ୍ୱପ୍ନ ନେଇ ଆଜିକୁ ପ୍ରାୟ ୬ ମାସ ତଳେ ସହରର ଯୁବ ବ୍ୟବସାୟୀ ଦୀପକ ରଂଜନ ଓ ପତ୍ନୀ ସୀତାରାଣୀ ଆରମ୍ଭ କରିଥିଲେ ଏକ ପ୍ରୟାସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us