ବିପଦରେ ଖଣ୍ଡଗିରି, ବନ୍ଦ ହେଲା ରାସ୍ତା | Odisha Reporter
ପ୍ରାୟ ୨୧ ଶହ ବର୍ଷ ତଳେ ଖାରବେଳ ଓ ତାଙ୍କ ଦାୟାଦଙ୍କ ଦ୍ବାରା ଜୈନ ମୁନିଙ୍କ ପାଇଁ ଭୁବନେଶ୍ବରର ଖଣ୍ଡଗିରି-ଉଦୟଗିରିରେ ତିଆରି ହୋଇଥିଲା ଅନେକ ଗୁମ୍ପା। ବର୍ତମାନ ଏଠାରେ ଅତି କମରେ ୩୩ଟି ଗୁମ୍ପା ଦୃଶ୍ୟମାନ ହେଉଛି। ଦୁଇ ପାହାଡ଼ ମଝିରେ ଯାଇଥିବା ପିଚୁ ରାସ୍ତାରେ ଓଜନଦାର ଗାଡ଼ି ମଟର ଚଳାଚଳ ଓ ପରିବେଶ ପ୍ରଦୂଷଣ ଯୋଗୁ ଗୁମ୍ପା ଗୁଡ଼ିକ ବିପଦବଳୟକୁ ଚାଲିଆସିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
