Advertisment

କାର୍‌କୁ ଟାର୍ଗେଟ କରି ବୋମା ମାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଜନଗହଳିପୂର୍ଣ୍ଣ ରାସ୍ତାରେ  କାର୍‌କୁ ଟାର୍ଗେଟ କରି ବୋମାମାଡ଼। ଏଥିରେ କେହି ଆହତ ହୋଇ ନ ଥିବା ବେଳେ ଅଭିଯୁକ୍ତ ଖସି ଯିବାରେ ସଫଳ ହୋଇଛି। ଗତ ରାତି ପ୍ରାୟ ୯ଟାରେ କଟକ ରୋଡ୍‌ରେ ଯାଉଥିବା ଏକ କାର୍‌କୁ ଟାର୍ଗେଟ କରି ବୋମାମାଡ଼ ହୋଇଛି । ବାଇକ୍‌ରେ ଆସି ୨ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ବୋମାମାଡ଼ରେ କାର୍‌ଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ କେହି ଆହତ ହୋଇନାହାନ୍ତି  । ତେବେ ଘଟଣାସ୍ଥଳରୁ […]

ଅଦ୍ୟତନ ହୋଇଛି
କାର୍‌କୁ ଟାର୍ଗେଟ କରି ବୋମା ମାଡ଼

bsr-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଜନଗହଳିପୂର୍ଣ୍ଣ ରାସ୍ତାରେ  କାର୍‌କୁ ଟାର୍ଗେଟ କରି ବୋମାମାଡ଼। ଏଥିରେ କେହି ଆହତ ହୋଇ ନ ଥିବା ବେଳେ ଅଭିଯୁକ୍ତ ଖସି ଯିବାରେ ସଫଳ ହୋଇଛି।

Advertisment

ଗତ ରାତି ପ୍ରାୟ ୯ଟାରେ କଟକ ରୋଡ୍‌ରେ ଯାଉଥିବା ଏକ କାର୍‌କୁ ଟାର୍ଗେଟ କରି ବୋମାମାଡ଼ ହୋଇଛି । ବାଇକ୍‌ରେ ଆସି ୨ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ବୋମାମାଡ଼ରେ କାର୍‌ଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ କେହି ଆହତ ହୋଇନାହାନ୍ତି  । ତେବେ ଘଟଣାସ୍ଥଳରୁ ଗୋଟିଏ ବୋମା ଜବତ ହୋଇଛି।  ଆଉ ଏକ ବୋମାକୁ ପୁଲିସ୍‌ ନିଷ୍କ୍ରିୟ କରିଛି। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ୍‌ ଅଭିଯୁକ୍ତଙ୍କ ଟେର ପାଇପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe