/odisha-reporter/media/post_attachments/uploads/2021/01/fire1-1.jpg)
fire
ଭୁବନେଶ୍ୱର: ନନ୍ଦନକାନନର ବଟାନିକାଲ୍ ଗାର୍ଡେନରେ ଭୋଜି ଚାଲିଥିବା ବେଳେ ଆଜି ନିଆଁ ଲାଗିଥିବା ଜଣାଯାଇଛି। ଗାର୍ଡେନର ଜଙ୍ଗଲିଆ ଅଞ୍ଚଳରେ ନିଆଁ ଲାଗିଛି । ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ଗାଡ଼ି ନିୟୋଜିତ ଅଛନ୍ତି। ନିଆଁରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଭୋଜି କରୁଥିବା ବେଳେ ଭୋଜି ପିଣ୍ଡିରୁ ନିଆଁ ବ୍ୟାପିଥିବା ଆଶଙ୍କା କରାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
