ସଞ୍ଜୟ ମୋ ଝିଅକୁ ଭଲ ପାଉ ନ ଥିଲା: ମିନତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସଞ୍ଜୟ ମୋ ଝିଅକୁ ଭଲ ପାଉନଥିଲା। ତାକୁ ଖାଇବାକୁ ଦେଉନଥିଲା। ଏପରିକି ତାକୁ ୧୦ ଟଙ୍କା ଦେଇକି ଯାଏ। ମୋ ଝିଅ ଫୋନ୍‌ କଲେ ମୁଁ ଲୁଚାଇ ୨, ୩ ହଜାର ଟଙ୍କା ପଠାଏ। ସେଥିରେ ମୋ’ ଝିଅ ଖାଉଥିଲେ।”  ଏପରି କହିଛନ୍ତି ମୃତ ପୁଷ୍ପଲତା ରାଉଳଙ୍କ ମା’ ମିନତୀ ରାଉଳ। ମିନତୀ କହିଛନ୍ତି, ଝିଅ ନିଖୋଜ ହେବା ପରେ ସଞ୍ଜୟ ଯେଉଁ ଫୁଲେଶ୍ୱରୀ ବସ୍ତିରେ ଥିଲା, ସେଠାକୁ ଯାଇଥିଲି। ହେଲେ ଘର ଆଗରେ […]

bbsr

bbsr

Niharika Rout
  • Published: Friday, 12 February 2021
  • Updated: 12 February 2021, 03:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ସଞ୍ଜୟ ମୋ ଝିଅକୁ ଭଲ ପାଉନଥିଲା। ତାକୁ ଖାଇବାକୁ ଦେଉନଥିଲା। ଏପରିକି ତାକୁ ୧୦ ଟଙ୍କା ଦେଇକି ଯାଏ। ମୋ ଝିଅ ଫୋନ୍‌ କଲେ ମୁଁ ଲୁଚାଇ ୨, ୩ ହଜାର ଟଙ୍କା ପଠାଏ। ସେଥିରେ ମୋ’ ଝିଅ ଖାଉଥିଲେ।”  ଏପରି କହିଛନ୍ତି ମୃତ ପୁଷ୍ପଲତା ରାଉଳଙ୍କ ମା’ ମିନତୀ ରାଉଳ।

ମିନତୀ କହିଛନ୍ତି, ଝିଅ ନିଖୋଜ ହେବା ପରେ ସଞ୍ଜୟ ଯେଉଁ ଫୁଲେଶ୍ୱରୀ ବସ୍ତିରେ ଥିଲା, ସେଠାକୁ ଯାଇଥିଲି। ହେଲେ ଘର ଆଗରେ ତାଲା ପଡ଼ିଥିଲା। ଝିଅକୁ ନପାଇ ସଞ୍ଜୟକୁ ଫୋନ୍ କରିଥିଲା। ମାତ୍ର ତା’ ଫୋନ୍‌‌ ସୁଇଚ୍‌ଅଫ ଥିଲା। ପରବର୍ତ୍ତୀ ସମୟରେ ସେ ଫୋନ ଉଠାଇଲା, ହେଲେ କିଛି କହିନଥିଲା। ପାଖ ଲୋକଙ୍କୁ ପଚାରିବାରୁ ୪ ଦିନ ହେଲା ସେ ଘରେ ନ ଥିବା ପଡ଼ୋଶୀ କହିଥିଲେ।

ଝିଅ ନିଖୋଜ ଥିବାରୁ ଜଣେ ପରିଚିତ ଲୋକ ଝିଅ ବଞ୍ଚିଛି କି ନାହିଁ ବୁଝିବାକୁ କହିଲେ। ଏହାପରେ ପେପରରୁ ଘଟଣା ଜାଣିବାକୁ ପାଇଲି। ସାଲ୍‌ ଓ ଟାଟୁ ଦେଖି ଝିଅକୁ ଚିହ୍ନିବା ପରେ  ଥାନାକୁ ଗଲୁ।  ସେଠାରେ ସାଲ, ନାଇଟି, ଟାଟୁରୁ ତାକୁ ଚିହ୍ନିଲୁ।  ସେ ପିନ୍ଧିଥିବା ସାଲ୍‌, ନାଇଟି ମୁଁ ତାକୁ କିଣି ଦେଇଥିଲି ବୋଲି କହିଛନ୍ତି ମିନତି।

ଏଥିସହ ସେ କହିଛନ୍ତି, ଧିରୁକୁଟ ବସ୍ତିରେ ସଞ୍ଜୟ ମୋ ଘରେ ୮ ବର୍ଷ ତା’ ପିଲା ଛୁଆ ଧରି ଭଡ଼ାରେ ଥିଲା।  ସେତେବଳେ ଝିଅର ବିବାହ ବି ସରିଥିଲା।  ପ୍ରଥମେ ୨ ଜଣ ଘରୁ ପଳେଇଲେ। ୨ ଦିନ ପରେ ଝିଅ ଆସିବାରୁ ତାକୁ ଘରେ ପଶାଇଲିନି। ତା’ର ୨ ଝିଅ ମୋ ପାଖରେ ଅଛନ୍ତି।

ଏହାପରେ ମାସେ ତଳେ ମୋତେ ଫୋନ୍‌ କରି ପ୍ରୀତିରଞ୍ଜନକୁ ବିବାହ କରିବା କଥା କହିଥିଲା। ହେଲେ ମୁଁ ମନା କଲି। ଏହାସତ୍ତ୍ୱେ ସେ ବିବାହ କରିଥିଲା। ହେଲେ ପୁଣି ଥରେ ପଳାଇ ଆସି ସଞ୍ଜୟ ପାଖରେ ରହୁଥିଲା। ସେ କେବେ ମୋତେ ଫୋନ୍‌ କରେନି। ମୁଁ ସବୁଦିନ ଫୋନ୍‌ କରି ତା’ ଭଲମନ୍ଦ ବୁଝେ। ହେଲେ ଫୋନ୍‌ ନ ଲାଗିବାରୁ ସନ୍ଦେହ ବଢ଼ିଲା। ଏହାପରେ ଖୋଜାଖୋଜି ଆରମ୍ଭ କରି ଝିଅର ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଲୁ ବୋଲି କହିଛନ୍ତି ମିନତି।

ସୂଚନାଯୋଗ୍ୟ, ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ତା’ ପରିଚୟ ଜାଣିବା ପୁଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ  ଥିଲା। ପୁଲିସ୍‌ ଏଥିପାଇଁ ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ବିଭିନ୍ନ ଜାଗାରେ ପୋଷ୍ଟର ମାରିଥିଲା। ଏହାପରେ ହତ୍ୟା ଘଟଣା ଉପରୁ ପରଦା ହଟିଥିଲା। ଗତକାଲି ମହିଳାଙ୍କ କଟାମୁଣ୍ଡ ମିଳିଥିବା ବେଳେ ସେ ପୁଷ୍ପଲତା ରାଉଳ ବୋଲି ସ୍ପଷ୍ଟ ହୋଇଥିଲା। ଏଥି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ବି ପୁଲିସ୍‌ ଗିରଫ କରିସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story