Advertisment

ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ନିରାକରପୁର ଅଞ୍ଚଳରେ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ଫିରୋଜ୍ ଖାଁ ଆହତ ହୋଇଛି। ତାର ବାମ ଆଣ୍ଠୁ ଓ ପାଦରେ ଗୁଳି ବାଜିଛି। ପ୍ରଥମେ ତାକୁ ଖୋର୍ଦ୍ଧା ଡାକ୍ତାରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଖୋର୍ଦ୍ଧା  ନିରାକରପୁରରେ ଫିରୋଜ୍ ଥିବା ପୁଲିସ୍‌ ଖବର ପାଇଥିଲା। ଗତକାଲି ରାତିରେ ପୁଲିସ୍‌ର ସ୍ପେଶାଲ ଟିମ୍‌ ଏହି ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ ଫିରୋଜ୍‌ ପୁଲିସ୍‌ ଉପରକୁ ବୋମାମାଡ଼ କରି […]

ଅଦ୍ୟତନ ହୋଇଛି
ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

encounter

Advertisment

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ନିରାକରପୁର ଅଞ୍ଚଳରେ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ଫିରୋଜ୍ ଖାଁ ଆହତ ହୋଇଛି। ତାର ବାମ ଆଣ୍ଠୁ ଓ ପାଦରେ ଗୁଳି ବାଜିଛି।

Advertisment

ପ୍ରଥମେ ତାକୁ ଖୋର୍ଦ୍ଧା ଡାକ୍ତାରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଖୋର୍ଦ୍ଧା  ନିରାକରପୁରରେ ଫିରୋଜ୍ ଥିବା ପୁଲିସ୍‌ ଖବର ପାଇଥିଲା। ଗତକାଲି ରାତିରେ ପୁଲିସ୍‌ର ସ୍ପେଶାଲ ଟିମ୍‌ ଏହି ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ ଫିରୋଜ୍‌ ପୁଲିସ୍‌ ଉପରକୁ ବୋମାମାଡ଼ କରି ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲା। ପୁଲିସ୍ ଏହାର ପାଲଟା ଜବାବ ଦେଇଥିଲା। ପୁଲିସ୍‌ ଗୁଳିରେ ଫିରୋଜ୍‌ ଆହତ ହୋଇଥିଲା।

Advertisment

ତା’ର ନାଁରେ ୪୦ରୁ ଅଧିକ ମାମଲା ଥିବା ପୁଲିସ୍ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe