Advertisment

ଖୋର୍ଦ୍ଧା: କାର୍‌ରୁ ଏକ କୁଇଣ୍ଟାଲ୍ ଗଞ୍ଜେଇ ଜବତ, ଡ୍ରାଇଭର ଫେରାର୍

ଖୋର୍ଦ୍ଧା: ଖୋର୍ଦ୍ଧା ପିତାପଲ୍ଲୀ ଛକରେ ଏକ ଇଣ୍ଡିଗୋ କାର୍ ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟି ଚଳାକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ  ସ୍ଥାନୀୟ ଲୋକେ ଏକାଠି ହୋଇଯାଇଥିବାରୁ କାର୍‌ ଡ୍ରାଇଭର୍‌ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। କାର୍‌ ଭିତରେ ଗଞ୍ଜେଇ ଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଜଟଣୀ ପୋଲିସ୍ କାର୍ ଜବତ କରି ଜାଁଳା ଫାଣ୍ଡିରେ ରଖି ତଦନ୍ତ ଆରମ୍ଭ କରିଛି। ଜବତ ଗଞ୍ଜେଇ ପ୍ରାୟ ୧ କୁଇଣ୍ଟାଲ୍  ହୋଇଥିବା ପୋଲିସ୍ ଅନୁମାନ କରିଛି।

ଅଦ୍ୟତନ ହୋଇଛି
ଖୋର୍ଦ୍ଧା: କାର୍‌ରୁ ଏକ କୁଇଣ୍ଟାଲ୍ ଗଞ୍ଜେଇ ଜବତ, ଡ୍ରାଇଭର ଫେରାର୍

car

Advertisment

ଖୋର୍ଦ୍ଧା: ଖୋର୍ଦ୍ଧା ପିତାପଲ୍ଲୀ ଛକରେ ଏକ ଇଣ୍ଡିଗୋ କାର୍ ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟି ଚଳାକ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ  ସ୍ଥାନୀୟ ଲୋକେ ଏକାଠି ହୋଇଯାଇଥିବାରୁ କାର୍‌ ଡ୍ରାଇଭର୍‌ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। କାର୍‌ ଭିତରେ ଗଞ୍ଜେଇ ଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଜଟଣୀ ପୋଲିସ୍ କାର୍ ଜବତ କରି ଜାଁଳା ଫାଣ୍ଡିରେ ରଖି ତଦନ୍ତ ଆରମ୍ଭ କରିଛି।

Advertisment

ଜବତ ଗଞ୍ଜେଇ ପ୍ରାୟ ୧ କୁଇଣ୍ଟାଲ୍  ହୋଇଥିବା ପୋଲିସ୍ ଅନୁମାନ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe