Advertisment

ଇତିଶ୍ରୀ ମାଗୁଛି ଜୀବନ ଭିକ୍ଷା

ଏକ ଘରୋଇ ବ୍ୟାଙ୍କରେ ଚାକିରି କରି ଗରିବ ପରିବାରର ଗୁଜୁରାଣ ମେଣ୍ଟାନ୍ତି । ହେଲେ ସେତକ ଖୁସି ଛଡାଇ ନେଲେ ଇଶ୍ନର । ଇତିଶ୍ରୀ ଏବେ କିଡନୀ ରୋଗରେ ଆକ୍ରାନ୍ତ ।

author-image
Manoj Swain

ଯେତେବେଳେ ଜଣେ ବାପାର ଆଖିରୁ ଲୁହ ଝରେ। ସେତେବେଳେ ବୁଝିନେବାକୁ ହେବ ଯନ୍ତ୍ରଣାର ଗଭୀରତାକୁ। ବୟସର ଅପରାହ୍ନରେ ସାହାରା ଟିକେ ଖୋଜନ୍ତି ବାପା ମାଆ। ଆଉ ସେହି ସାହାରା ସାଜିଥିଲେ ଝିଅ ଇତିଶ୍ରୀ। ଏକ ଘରୋଇ ବ୍ୟାଙ୍କରେ ଚାକିରି କରି ଗରିବ ପରିବାରର ଗୁଜୁରାଣ ମେଣ୍ଟାନ୍ତି । ହେଲେ ସେତକ ଖୁସି ଛଡାଇ ନେଲେ ଇଶ୍ନର । ଇତିଶ୍ରୀ ଏବେ କିଡନୀ ରୋଗରେ ଆକ୍ରାନ୍ତ ।

Advertisment
Odisha