ଯେତେବେଳେ ଜଣେ ବାପାର ଆଖିରୁ ଲୁହ ଝରେ। ସେତେବେଳେ ବୁଝିନେବାକୁ ହେବ ଯନ୍ତ୍ରଣାର ଗଭୀରତାକୁ। ବୟସର ଅପରାହ୍ନରେ ସାହାରା ଟିକେ ଖୋଜନ୍ତି ବାପା ମାଆ। ଆଉ ସେହି ସାହାରା ସାଜିଥିଲେ ଝିଅ ଇତିଶ୍ରୀ। ଏକ ଘରୋଇ ବ୍ୟାଙ୍କରେ ଚାକିରି କରି ଗରିବ ପରିବାରର ଗୁଜୁରାଣ ମେଣ୍ଟାନ୍ତି । ହେଲେ ସେତକ ଖୁସି ଛଡାଇ ନେଲେ ଇଶ୍ନର । ଇତିଶ୍ରୀ ଏବେ କିଡନୀ ରୋଗରେ ଆକ୍ରାନ୍ତ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଓଡ଼ିଶାରେ ବିଶ୍ବ ବିରଳ ବ୍ୟବସ୍ଥା
ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ବସୁଛନ୍ତି ଆଉ ପାଣ୍ଡିଆନ ରାଜ୍ୟ ସାରା ବୁଲୁଛନ୍ତି। କହୁଛନ୍ତି ଆପଣଙ୍କ କଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ମୋତେ ପଠାଇଛନ୍ତି। ଲୋକଙ୍କ ଦ୍ବାରା ଗାଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରତିନିଧିଙ୍କୁ ଦେଖିବାକୁ ମିଳୁନି।
Odisha
IAS ଅଫିସରଙ୍କୁ ଛୁଇଁବାକୁ ଡର ?
IAS ଅଫିସରଙ୍କ ବିରୋଧରେ ଦୁର୍ନୀତି । ନା ବାବା ନା ! ଦୁର୍ନୀତିରେ ସ୍ଲଂଶ୍ଲିଷ୍ଟ ଆଇଏଏସ ବାବୁଙ୍କୁ ଧରିବାକୁ ଡରୁଛନ୍ତି କି ରାଜ୍ୟ ସରକାର?