Advertisment

ଜଳବନ୍ଦୀ କୋଣାର୍କ ମନ୍ଦିର

କୋଣାର୍କ: ଆଜି ସକାଳେ ଲଗାଣ ବର୍ଷା ଯୋଗୁଁ ଅର୍କକ୍ଷେତ୍ର କୋଣାର୍କ ଜଳମଗ୍ନ ହୋଇଛି। ଫଳରେ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ସୁର୍ଯ୍ୟ ମନ୍ଦିର ବୁଲି ଦେଖିବାରେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। କେତେକ ପର୍ଯ୍ୟଟକ ପାଣି ଭିତରେ ପଶି ମନ୍ଦିର ବୁଲୁଥିବା ଦେଖିବାକୁ ମିଳିଛି। ମନ୍ଦିରର ଉତ୍ତର ପାର୍ଶ୍ୱରେ ପ୍ରାୟ ୨ଫୁଟ ଉଚ୍ଚର ବର୍ଷା ପାଣି ଜମି ରହିଛି।  ପାଣି ନିଷ୍କାସନ ପାଇଁ ପୂର୍ବରୁ ଡ୍ରେନ ନିର୍ମାଣ ହୋଇଥିଲେ ମଧ୍ୟ  ବର୍ଷା ପାଣି ଜମି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe