ନକ୍ସଲ ମିଲିସିଆ ଗିରଫ

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟରେ ଜଣେ ନକ୍ସଲ ମିଲିସିଆକୁ ଗିରଫ କରାଯାଇଛି। ତା’ ନାଁ ଡମ୍ବରୁ ଖିଲ। ଚାଟୁଆ ନିକଟ କୋଡ଼ିଖାଲ ଗାଁରୁ ପୁଲିସ୍‌ ତାକୁ ଗିରଫ କରିଛି। ଡମ୍ବୁରୁ କୋରାପୁଟ ଜିଲ୍ଲା ନନ୍ଦପୁର ଏରିଆ କମିଟି  ସଦସ୍ୟ ବୋଲି ଜଣାପଡିଛି।  ଆନ୍ଧ୍ରପ୍ରଦେଶର ଆରୁକୁ ନିକଟରେ ୨ ରାଜନେତାଙ୍କ ହତ୍ୟାରେ ଡମ୍ବରୁ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ତାକୁ ଆଜି NIA ଟିମ୍‌କୁ ହସ୍ତାନ୍ତର କରାଯିବ ବୋଲି କୋରାପୁଟ ଏସ୍‌ପି କନଓ୍ୱର ବିଶାଲ ସିଂ ସୂଚନା ଦେଇଛନ୍ତି।

arrested

arrested

Rakesh Mallick
  • Published: Friday, 08 February 2019
  • Updated: 08 February 2019, 11:56 AM IST

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟରେ ଜଣେ ନକ୍ସଲ ମିଲିସିଆକୁ ଗିରଫ କରାଯାଇଛି। ତା’ ନାଁ ଡମ୍ବରୁ ଖିଲ। ଚାଟୁଆ ନିକଟ କୋଡ଼ିଖାଲ ଗାଁରୁ ପୁଲିସ୍‌ ତାକୁ ଗିରଫ କରିଛି।

ଡମ୍ବୁରୁ କୋରାପୁଟ ଜିଲ୍ଲା ନନ୍ଦପୁର ଏରିଆ କମିଟି  ସଦସ୍ୟ ବୋଲି ଜଣାପଡିଛି।  ଆନ୍ଧ୍ରପ୍ରଦେଶର ଆରୁକୁ ନିକଟରେ ୨ ରାଜନେତାଙ୍କ ହତ୍ୟାରେ ଡମ୍ବରୁ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।

ତାକୁ ଆଜି NIA ଟିମ୍‌କୁ ହସ୍ତାନ୍ତର କରାଯିବ ବୋଲି କୋରାପୁଟ ଏସ୍‌ପି କନଓ୍ୱର ବିଶାଲ ସିଂ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story