Advertisment

ନକ୍ସଲ ମିଲିସିଆ ଗିରଫ

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟରେ ଜଣେ ନକ୍ସଲ ମିଲିସିଆକୁ ଗିରଫ କରାଯାଇଛି। ତା’ ନାଁ ଡମ୍ବରୁ ଖିଲ। ଚାଟୁଆ ନିକଟ କୋଡ଼ିଖାଲ ଗାଁରୁ ପୁଲିସ୍‌ ତାକୁ ଗିରଫ କରିଛି। ଡମ୍ବୁରୁ କୋରାପୁଟ ଜିଲ୍ଲା ନନ୍ଦପୁର ଏରିଆ କମିଟି  ସଦସ୍ୟ ବୋଲି ଜଣାପଡିଛି।  ଆନ୍ଧ୍ରପ୍ରଦେଶର ଆରୁକୁ ନିକଟରେ ୨ ରାଜନେତାଙ୍କ ହତ୍ୟାରେ ଡମ୍ବରୁ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ତାକୁ ଆଜି NIA ଟିମ୍‌କୁ ହସ୍ତାନ୍ତର କରାଯିବ ବୋଲି କୋରାପୁଟ ଏସ୍‌ପି କନଓ୍ୱର ବିଶାଲ ସିଂ ସୂଚନା ଦେଇଛନ୍ତି।

ନକ୍ସଲ ମିଲିସିଆ ଗିରଫ

arrested

Advertisment

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟରେ ଜଣେ ନକ୍ସଲ ମିଲିସିଆକୁ ଗିରଫ କରାଯାଇଛି। ତା’ ନାଁ ଡମ୍ବରୁ ଖିଲ। ଚାଟୁଆ ନିକଟ କୋଡ଼ିଖାଲ ଗାଁରୁ ପୁଲିସ୍‌ ତାକୁ ଗିରଫ କରିଛି।

Advertisment

ଡମ୍ବୁରୁ କୋରାପୁଟ ଜିଲ୍ଲା ନନ୍ଦପୁର ଏରିଆ କମିଟି  ସଦସ୍ୟ ବୋଲି ଜଣାପଡିଛି।  ଆନ୍ଧ୍ରପ୍ରଦେଶର ଆରୁକୁ ନିକଟରେ ୨ ରାଜନେତାଙ୍କ ହତ୍ୟାରେ ଡମ୍ବରୁ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି।

ତାକୁ ଆଜି NIA ଟିମ୍‌କୁ ହସ୍ତାନ୍ତର କରାଯିବ ବୋଲି କୋରାପୁଟ ଏସ୍‌ପି କନଓ୍ୱର ବିଶାଲ ସିଂ ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe