ଶୌଚାଳୟରୁ ମିଳିଲା ରୋଷେୟାଙ୍କ ଝୁଲନ୍ତା ମୃତଦେହ

ଡୁମୁରିପୁଟରେ ରେଳପଥ ଦୋହରିକରଣ କାମ ଚାଲିଥିବା ବେଳେ ଗଙ୍ଗାରାମ ଠିକାଦାରଙ୍କ କ୍ୟାମ୍ପରେ ରୋଷେୟା ଭାବେ କାମ କରୁଥିଲେ। ଗଙ୍ଗାରାମ ବେଶ୍‌ ହସଖୁସିରେ ଥିବା ବେଳେ କ୍ୟାମ୍ପରେ ରହୁଥିବା କର୍ମଚାରୀଙ୍କ ନିମନ୍ତେ ରୋଷେଇ ବି କରିଥିଲେ।

DeadBody PhotoTimes Now

Representational Image

Niharika Rout
  • Published: Thursday, 23 February 2023
  • Updated: 23 February 2023, 09:54 AM IST

Sports

Latest News

ଶୌଚାଳୟରେ ଝୁଲୁଛି ଯୁବକଙ୍କ ମୃତଦେହ। ତେବେ ତାହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି। ଏପରି ଏକ ଅଭବାନୀୟ କାଣ୍ଡ ଆଜି ସକାଳେ କୋରାପୁଟ ଜିଲ୍ଲା ସଦର ଥାନା ଅଧୀନ ଡୁମୁରିପୁଟ ଷ୍ଟେସନରେ ଦେଖିବାକୁ ମିଳିଛି। ଯୁବକଙ୍କ ପରିଚୟ ମିଳିଥିଲେ ବି ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଛି।

ମୃତକଙ୍କ ନାମ ଗଙ୍ଗାରାମ ଓ ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାଯାଇଛି। ଡୁମୁରିପୁଟରେ ରେଳପଥ ଦୋହରିକରଣ କାମ ଚାଲିଥିବା ବେଳେ ଗଙ୍ଗାରାମ ଠିକାଦାରଙ୍କ କ୍ୟାମ୍ପରେ ରୋଷେୟା ଭାବେ କାମ କରୁଥିଲେ।

Also Read

ଗତକାଲି ଗଙ୍ଗାରାମ ବେଶ୍‌ ହସଖୁସିରେ ଥିବା ବେଳେ କ୍ୟାମ୍ପରେ ରହୁଥିବା କର୍ମଚାରୀଙ୍କ ନିମନ୍ତେ ରୋଷେଇ ବି କରିଥିଲେ। ହେଲେ ଆଜି ସକାଳୁ ଡୁମୁରିପୁଟ ଷ୍ଟେସନର ସେକେଣ୍ଡ କ୍ଲାସ୍‌ ହଲ୍‌ ଭିତରେ ଥିବା ଟଏଲଟରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

ମୃତଦେହଟି ଝୁଲୁଥିବା ବେଳେ ତାହାର ମୁହଁ ସମ୍ପୂର୍ଣ୍ଣ ଭାବେ ଗାମୁଛାରେ ଗୁଡ଼ା ଯାଇଛି। ତେଣୁ ଏହା ଆତ୍ମହତ୍ୟା ନା ହତ୍ୟା ଘଟଣା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ଏ ସମ୍ପର୍କରେ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଥିବା ବେଳେ ସେମାନେ ପହଞ୍ଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି। ପୁଲିସ୍‌ ଘଟଣା ସମ୍ପର୍କରେ କ୍ୟାମ୍ପ କର୍ମଚାରୀଙ୍କୁ ପଚରାଉଚରା କରୁଥିବା ବେଳେ ମୃତକଙ୍କ ଫୋନ୍‌କୁ ଜବତ କରି କଲ୍‌ ଡିଟେଲ୍ସକୁ ଯାଞ୍ଚ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story