ସାମ୍ବାଦିକ ପରିଚୟ ଦେଇ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଗଲେ

ଲମତାପୁଟ୍ (ଓଡ଼ିଶା ରିପୋର୍ଟର) ନକଲି ସାମ୍ବାଦିକ ପରିଚୟ ଦେଇ ଗଞ୍ଜେଇ ଚାଲାଣ କଲା ବେଳେ ଧରିଲା ପୁଲିସ।  କୋରପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ୍ ପୋଲିସ ମିଳିତ ଚଢାଉ କରି ଟିକାପୁଟ ଅଞ୍ଚଳରୁ ଜଣେ ଗଞ୍ଜେଇ ଚାଲାଣକାରୀ ସହ ତାର ଜଣେ ସହଯୋଗୀକୁ  ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ୨୯କେଜି ଗଞ୍ଜେଇ ସହ ବାଇକ୍ ଜବତ କରିଛି । ନନ୍ଦପୁର SDPOଙ୍କ ନେତୃତ୍ୱରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଜଳାପୁଟ […]

5bn

5bn

Tapas Behera
  • Published: Sunday, 21 February 2021
  • Updated: 21 February 2021, 10:07 PM IST

Sports

Latest News

ଲମତାପୁଟ୍ (ଓଡ଼ିଶା ରିପୋର୍ଟର) ନକଲି ସାମ୍ବାଦିକ ପରିଚୟ ଦେଇ ଗଞ୍ଜେଇ ଚାଲାଣ କଲା ବେଳେ ଧରିଲା ପୁଲିସ।  କୋରପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ୍ ପୋଲିସ ମିଳିତ ଚଢାଉ କରି ଟିକାପୁଟ ଅଞ୍ଚଳରୁ ଜଣେ ଗଞ୍ଜେଇ ଚାଲାଣକାରୀ ସହ ତାର ଜଣେ ସହଯୋଗୀକୁ  ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ୨୯କେଜି ଗଞ୍ଜେଇ ସହ ବାଇକ୍ ଜବତ କରିଛି । ନନ୍ଦପୁର SDPOଙ୍କ ନେତୃତ୍ୱରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଜଳାପୁଟ ଅ଼ଚଳରୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲେ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ  ମିର୍ଯାପୁରର ସୁଶାନ୍ତ ଦୁର୍ଗା ଓ ଅନିଲ ସାଗର।   ପୁଲିସ ଶୁଶାନ୍ତ ଦୁର୍ଗାଙ୍କ ଠାରୁ ଏକ ନକଲି ସାମ୍ବାଦିକ ପରିଚୟ ପତ୍ର ପାଇଛି। ଏ ନେଇ ତଦନ୍ତ ପେ ଦୁଇ ଅବିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story