ଆମ ଛୁଆ ୟୁ-ଟ୍ୟୁବ୍‌ରେ ପଢି ପାରୁନାହାଁନ୍ତି, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

କୋରାପୁଟ(ଓଡ଼ିଶା ରିପୋର୍ଟର): ୟୁ-ଟ୍ୟୁବରେ ଆରମ୍ଭ ହୋଇଛି ପାଠପଢ଼ା । କିନ୍ତୁ ଏହି ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଦୁଇ ପଞ୍ଚାୟତର ଛାତ୍ରଛାତ୍ରୀ । ମୋବାଇଲ ନେଟୱର୍କ ରହୁ ନ ଥିବାରୁ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍ ପାଠପଢ଼ାରୁ ବଞ୍ଚିତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇଟି ପଞ୍ଚାୟତର ଅଭିଭାବକ । ଏହି ଅଞ୍ଚଳରେ କେତେବେଳେ ନେଟୱର୍କ ରହିଲେ କେତେବେଳେ ରହୁନି। ଆନ୍ଧ୍ର ପଟୁ ବିଭିନ୍ନ ନେଟୱର୍କ ପ୍ରଦାନକାରୀ ସଂସ୍ଥା ପକ୍ଷରୁ ନେଟୱର୍କ ଆସୁଥିବା ବେଳେ […]

790-9

790-9

Tapas Behera
  • Published: Tuesday, 22 June 2021
  • Updated: 22 June 2021, 01:01 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): ୟୁ-ଟ୍ୟୁବରେ ଆରମ୍ଭ ହୋଇଛି ପାଠପଢ଼ା । କିନ୍ତୁ ଏହି ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଦୁଇ ପଞ୍ଚାୟତର ଛାତ୍ରଛାତ୍ରୀ । ମୋବାଇଲ ନେଟୱର୍କ ରହୁ ନ ଥିବାରୁ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍ ପାଠପଢ଼ାରୁ ବଞ୍ଚିତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇଟି ପଞ୍ଚାୟତର ଅଭିଭାବକ । ଏହି ଅଞ୍ଚଳରେ କେତେବେଳେ ନେଟୱର୍କ ରହିଲେ କେତେବେଳେ ରହୁନି। ଆନ୍ଧ୍ର ପଟୁ ବିଭିନ୍ନ ନେଟୱର୍କ ପ୍ରଦାନକାରୀ ସଂସ୍ଥା ପକ୍ଷରୁ ନେଟୱର୍କ ଆସୁଥିବା ବେଳେ ଓଡ଼ିଶାର ନେଟୱର୍କ ଠିକ୍ ଭାବେ ରହୁନି ।

ଫଳରେ ନାହିଁ ନ ଥିବା ହଇରାଣ ହେଉଛନ୍ତି ଲମତାପୁଟ ବ୍ଲକର ଗୋଡିହଞ୍ଜର ଓ ବିଲେଲ ପଞ୍ଚାୟତର ୮୦ ପରିବାର  ଲୋକେ।  ଶୀଘ୍ର ଅଞ୍ଚଳରେ ମୋବାଇଲ ନେଟୱର୍କ ବ୍ୟବସ୍ଥା କରିବାକୁ ଅଭିଭାବମାନେ ଦାବି କରିଛନ୍ତି।

ଏନେଇ ପୂର୍ବରୁ  ଅଭିଯୋଗ ଓ ଦାବି ହୋଇ ଥିଲେ ମଧ୍ୟ  ପୂରଣ ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ଯଦି ଆସନ୍ତା ଦିନରେ ଦାବି ପୂରଣ ନ ହୁଏ ତେବେ ରାଜରାସ୍ଥାକୁ ଓହ୍ଲେଇବେ ବୋଲି ଦାବି କରିଛନ୍ତି। ସେହିପରି ଗୋଟିଏ ପଟେ ନେଟୱର୍କ ଓ ଅନ୍ୟ ପଟେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟ ଫୋନ୍‌ର ବ୍ୟବସ୍ଥା ନାହିଁ।

ଉନ୍ନତି ମାନର ମୋବାଇଲ ଫୋନର ସୁବିଧା ନଥିବାରୁ  ଅତି ଦୟନୀୟ ଅବସ୍ଥାରେ ଗଛ ମୂଳେ ଓ ବିଦ୍ୟାଳୟ ବାରଣ୍ଡାରେ ବସି  ଅନଲାଇନ ପାଠପଢ଼ା ଚାଲୁଛି । ଅନ୍ୟପଟେ ଟିଭି ମାଧ୍ୟମରେ କିମ୍ବା ଅଫଲାଇନ ମଧ୍ୟରେ ପାଠପଢା ଇବାକୁ କିଛି ଛାତ୍ର ଛାତ୍ରୀ ମାନେ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story