କିରଣ୍ଡୁଲରୁ ବିଶାଖାପାଟଣା ଯାଇଥିବା କୋଇଲା ବୋଝେଇ ମାଲ୍ ଗାଡ଼ିର ୬ଟି ବଗି ଲାଇନଚ୍ୟୁତ ହୋଇଛି। କୋରାପୁଟ ରେଳ ଷ୍ଟେସନଠାରୁ ୬ କିମି ଦୂର ଶୁକୁ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ଫଳରେ ଜଗଦଲପୁରରୁ ବିଶାଖାପାଟଣା ଓ ବିଶାଖାପାଟଣାରୁ ଜଗଦଲପୁର ମଧ୍ୟରେ ଟ୍ରେନ ବାତିଲ କରାଯାଇଛି।
ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। କାରଣ ଖୋଜିବା ପାଇଁ ଏକ ବିଶେଷଜ୍ଞ ଦଳ ଘଟଣା ସ୍ଥଳକୁ ଯାଉଥିବା ଜଣାପଡ଼ିଛି।
ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟ ନାରାୟଣ ପଣ୍ଡା
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସେ ଚାହିଁଲେ ମାରିପାରିବେ, ଯେଉଁଠିକି କହିବେ ସେଠାକୁ ଯିବି: ଜୟନାରାୟଣ
ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ମରାଗଲା, କେହି ତ କ୍ଷମା ମାଗିଲେନି। ଗୃହ ବିଭାଗ ମୁଖ୍ୟ ‘ମୁଖ୍ୟମନ୍ତ୍ରୀ’ ମଧ୍ୟ ଘଟଣାରେ କ୍ଷମା ମାଗିଲେନି।
Bollywood
ସ୍ୱରା ପାଇଲେ ଜୀବନସାଥୀ, ଆନ୍ଦୋଳନରୁ ଆରମ୍ଭ ହୋଇଥିଲା ପ୍ରେମ
ସ୍ୱରା ଭାସ୍କର ଏହା ମଧ୍ୟ କହିଛନ୍ତି ଯେ ଏକ ବିଲେଇ କାରଣରୁ ସେ ଏବଂ ଫାହଦ ପରସ୍ପରର ନିକଟତର ହୋଇଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଧୀରେ ଧୀରେ ଆରମ୍ଭ ହେଲା ।
Cricket
ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା
ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ୍ ଅପରେସନ୍ରେ ଚେତନ ଶର୍ମା ଭାରତୀୟ କ୍ରିକେଟରଙ୍କ ବିଷୟରେ ଅନେକ କଥା କହିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
Special
ପାଠପଢ଼ାରେ ବାଧକ ସାଜିଛି ଅର୍ଥ, ଚୁଟି କାଟୁଛନ୍ତି ମେଧାବୀ ଛାତ୍ର
ଆଗାମୀ ଦିନରେ ରୂପକ ଅନ୍ୟପିଲାଙ୍କ ପାଇଁ ଉଦାହରଣ ହେବେ ବୋଲି ଅଧ୍ୟାପକ ସନ୍ତୋଷ କୁମାର ରାଉତ କହିଛନ୍ତି।