ବିଜେପି ଏଜେଣ୍ଡାରେ ‘କୋଶଳ’ ନାହିଁ ବୋଲି କହି ହରଡ଼ଘଣାରେ କେଭି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କୁ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ‘କୋଶଳ’ ରାଜ୍ୟ ଗଠନ ପ୍ରସ୍ତାବ ବିଜେପି ଏଜେଣ୍ଡାରେ ନାହିଁ ବୋଲି କହିଥିବାର ଭିଡିଓ ଭାଇରାଲ ହେବାପରେ ଏବେ ତାଙ୍କୁ ନିଜ ଦଳରେ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛିି।  ପରିସ୍ଥିତିକୁ ଆକଳନ କରି ଶ୍ରୀ ସିଂହଦେଓ ଏବେ ତାଳିପକା ଉଦ୍ୟମ ଆରମ୍ଭ କରିଛନ୍ତି । ଭାଇରାଲ୍ ହୋଇଥିବା ଭିଡିଓର ତଦନ୍ତ ପାଇଁ ବଲାଙ୍ଗିର ଥାନାରେ […]

kv

kv

Amaresh Biswal
  • Published: Wednesday, 05 September 2018
  • Updated: 05 September 2018, 01:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କୁ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ‘କୋଶଳ’ ରାଜ୍ୟ ଗଠନ ପ୍ରସ୍ତାବ ବିଜେପି ଏଜେଣ୍ଡାରେ ନାହିଁ ବୋଲି କହିଥିବାର ଭିଡିଓ ଭାଇରାଲ ହେବାପରେ ଏବେ ତାଙ୍କୁ ନିଜ ଦଳରେ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛିି। 

ପରିସ୍ଥିତିକୁ ଆକଳନ କରି ଶ୍ରୀ ସିଂହଦେଓ ଏବେ ତାଳିପକା ଉଦ୍ୟମ ଆରମ୍ଭ କରିଛନ୍ତି । ଭାଇରାଲ୍ ହୋଇଥିବା ଭିଡିଓର ତଦନ୍ତ ପାଇଁ ବଲାଙ୍ଗିର ଥାନାରେ ଶ୍ରୀ ସିଂହଦେଓଙ୍କ ସହଯୋଗୀମାନେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । 

ସାଧାରଣ ନିର୍ବାଚନ ସମୟରେ ଭୋଟ୍ ବ୍ୟାଙ୍କ ହାତେଇବାର ଲୋଭ ଓ ଖସିଯିବାର ଆଶଙ୍କାପୂର୍ଣ୍ଣ ଦୋଛକିରେ କୌଣସି  ପ୍ରମୁଖ ରାଜନୀତିକ ଦଳ ‘ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ’ ଦାବିକୁ ନେଇ ମୁହଁ ଖୋଲୁନଥିବାବେଳେ ଶ୍ରୀସିଂହଦେଓ ଏକ ଭିଡିଓରେ ବିଜେପିର ଏଜେଣ୍ଡାରେ କୋଶଳ ରାଜ୍ୟ ଗଠନ ନାହିଁ ବୋଲି କହୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଶ୍ରୀସିଂହଦେଓ ଏଥିରେ ତାଳିପକା ଉଦ୍ୟମ ଆରମ୍ଭ କରିଛନ୍ତି। 

ରାଜ୍ୟ ବିଜେପି କ’ଣ ସତରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନକୁ ବିରୋଧ କରୁଛି, ନା ନିର୍ବାଚନ ପୂର୍ବରୁ ଶ୍ରୀସିଂହଦେଓ ଦଳର ଗୁପ୍ତ ଆଭିମୁଖ୍ୟକୁ ପଦାରେ ପକାଇଥିବାରୁ ତାଳିପକା ଉଦ୍ୟମ ଚାଲିଛି ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ବିଜେପି ଯୁବମୋର୍ଚ୍ଚାର ମିଡିଆ ପ୍ରଭାରୀ ସୁରଜ କୁମାର ଗୁରୁ ଓ ଅନ୍ୟମାନଙ୍କ ଦସ୍ତଖତରେ ବଲାଙ୍ଗିର ଟାଉନ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ବିଜେପି ବିଧାୟକ ଦଳ ନେତା ଶ୍ରୀ ସିଂହଦେଓଙ୍କ ଭିଡିଓକୁ କାଣ୍ଟଛାଂଟ କରି କିଛି ଅସାମାଜିକ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟରେ ଏଭଳି ଭିଡିଓ ଭାଇରାଲ୍ କରିଛନ୍ତି । ତେଣୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହି ଅଭିଯୋଗକାରୀମାନେ ଦାବି କରିଛନ୍ତି।

ଭିଡିଓରେ ଶ୍ରୀସିଂହଦେଓ ସ୍ପଷ୍ଟ ଭାବେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ବିଜେପି ଏଜେଣ୍ଡାରେ ନାହିଁ ବୋଲି କହୁଥିଲାବେଳେ ସେ ନିଜେ ପୁଲିସର ଦ୍ୱାରସ୍ଥ ନ ହୋଇ ତାଙ୍କର ସହଯୋଗୀମାନେ ଅଭିଯୋଗ କରିବା ପଛରେ କ’ଣ ରହସ୍ୟ ରହିଛି, ତାହା ବୁଝାପଡ଼ୁନି।

ରାଜ୍ୟ ବିଜେପି କ’ଣ ସତରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନକୁ ବିରୋଧ କରୁଛି ନା ନିର୍ବାଚନ ପୂର୍ବରୁ ଶ୍ରୀ ସିଂହଦେଓ ଦଳର ଗୁପ୍ତ ଆଭିମୁଖ୍ୟକୁ ପଦାରେ ପକାଇଥିବାରୁ ତାଳିପକା ଉଦ୍ୟମ ଚାଲିଛି, ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story